ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମେଘନାଦ ପାଚେରୀ ମରାମତି କାମ ଆରମ୍ଭ
ପୁରୀ : ସଙ୍କଟରେ ରହିଛି ମରହଟ୍ଟା ଶାସନ ଅମଳର ଐତିହ୍ୟ ମେଘନାଦ ପାଚେରୀ। ଖବର ପ୍ରସାରଣ ପରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ପାଇଁ ଆଗେଇଛି ଶ୍ରୀମନ୍ଦିର ପ୍ରଶାସନ। ଦେଢ଼ ବର୍ଷ ତଳୁ ମେଘନାଦ ପାଚେରୀରେ ବିଭିନ୍ନ ସ୍ଥାନରେ ପାଣି ଝରୁଥିବା ବେଳେ ଆନନ୍ଦ ବଜାର ଡ୍ରେନେଜର ସୁଧାର ପାଇଁ ଚିଠି କରି…