କେଜ୍ରିୱାଲଙ୍କ ଡକ୍ୟୁମେଣ୍ଟାରିରେ ରାଜନୀତି, ଆପ କହିଲା- ସ୍କ୍ରିନିଙ୍ଗ ରୋକିଛି ବିଜେପି
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ମାହୋଲରେ ଆମ ଆଦମୀ ପାର୍ଟି(ଆପ୍) ଦ୍ବାରା ନିର୍ମିତ ଡକ୍ୟୁମେଣ୍ଟାରିର ସ୍କ୍ରିନିଙ୍ଗ ଉପରେ ରୋକ ଲାଗିଛି। 'ଅନବ୍ରେକେବଲ' ନାମକ ଏହି ଡକ୍ୟୁମେଣ୍ଟାରିକୁ ଚଲାଇବାକୁ ଅନୁମତି ଦେଇନାହିଁ ଦିଲ୍ଲୀ ପୋଲିସ।
ସୂଚନା ଅନୁଯାୟୀ, ଏହି ସ୍କ୍ରିନିଙ୍ଗ ଶନିବାର…