କନ୍ଧମାଳ ଲୋକସଭା କ୍ଷେତ୍ରର ୨ଟି ବୁଥରେ ଚାଲିଛି ସାନି ମତଦାନ
କନ୍ଧମାଳ: କଣ୍ଟାମାଳ ବିଧାନସଭାର ୨୬ ଓ ୨୮ ନମ୍ବର ବୁଥରେ ଚାଲିଛି ସାନି ମତଦାନ। ନିର୍ବାଚନ ପରିଚାଳନା ପାଇଁ ୨ ବୁଥ୍ରେ ୪ ଜଣ ମାଜିଷ୍ଟ୍ରେଟ୍ ନିୟୋଜିତ। ସକାଳ ୭ଟାରୁ ଶାନ୍ତିଶୃଙ୍ଖଳାର ସହ ଆରମ୍ଭ ହୋଇଛି ଭୋଟିଂ। ଅପରାହ୍ଣ ୪ଟା ଯାଏ ମତଦାନ ଚାଲିବ। ବ୍ୟାପକ ପୁଲିସ ମଧ୍ୟ ଫୋର୍ସ ମୃତୟନ…