Latest Odisha News

BREAKING NEWS

ଅରବିନ୍ଦ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ମାମଲା, ଆବେଦନକୁ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଥରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ! ଏଲଜି ଭି.କେ ସକ୍ସେନାଙ୍କ ବିବୃତ୍ତି 'ଜେଲ ଭିତରୁ ଦିଲ୍ଲୀ ସରକାର ଚାଲିପାରିବ ନାହିଁ ' ପରେ ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆମ୍ ଆଦମୀ ପାର୍ଟି (AAP) ଦାବୀ କରିଛି ଯେ, ଅରବିନ୍ଦ କେଜ୍ରିୱାଲ ହିଁ ଦିଲ୍ଲୀର…

କେମିକାଲ ମିଶା ରଙ୍ଗ ଖେଳି ୨୦ ଯୁବକ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ବଲାଙ୍ଗିର: ହୋଲିରେ ଅଘଟଣ। ହୋଲି ଖେଳି ୨୦ ଜଣ ଯୁବକ ଅସୁସ୍ଥ। ହୋଲିରେ କିଛି ରସାୟନିକ ପଦାର୍ଥ ମିଶା ଯିବା କାରଣରୁ ଏପରି ଅଘଟଣ ଘଚିଛି। କେମିକାଲ ମିଶା ରଙ୍ଗ ଖେଳି ୨୦ ଯୁବକ ହସ୍ପିଟାଲରେ ଭର୍ତ୍ତି। ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ। ସୂଚନା ଅନୁସାରେ ଅଶୋକନଗର…

ହନିମୁନରେ ପତ୍ନୀଙ୍କୁ ‘ସେକେଣ୍ଡ ହ୍ୟାଣ୍ଡ’ କହିବା ପଡିଲା ମହଙ୍ଗା, ୩ କୋଟିର ତଣ୍ଡ ଗଣିବେ ସ୍ଵାମୀ

ମୁମ୍ବାଇ: ହନିମୁନରେ ପତ୍ନୀଙ୍କୁ ସେକେଣ୍ଡ ହ୍ୟାଣ୍ଡ କହିବା ସ୍ଵାମୀକୁ ପଡିଲା ଭାରୀ । ଗଣିବେ ୩ କୋଟିର ତଣ୍ଡ । ବମ୍ବେ ହାଇକୋର୍ଟ ଗତକାଲି ଏକ ଘରୋଇ ହିଂସା ମାମଲାରେ ସ୍ତ୍ରୀଙ୍କୁ ସେକେଣ୍ଡ ହ୍ୟାଣ୍ଡ କହିବାକୁ ନେଇ ତଳ କୋର୍ଟରେ ହୋଇଥିବା ଶୁଣାଣିକୁ ସମର୍ଥନ କରି ସ୍ଵାମୀକୁ ୩କୋଟି ଟଙ୍କା…

ଖୁବ୍ ଶୀଘ୍ର ଆସିପାରେ ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା, ପୁଣି ଦିଲ୍ଲୀ ଗଲେ ମନମୋହନ

ଭୁବନେଶ୍ବର: ବିଜେଡି ବିଧାନସଭା ପ୍ରାର୍ଥୀ ତାଲିକା ସହିତ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କିନ୍ତୁ ଏଯାବତ୍ ବିଜେପି କେବଳ ୧୮ ସାଂସଦଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ତେବେ କଂଗ୍ରେସ ଏଯାବତ୍ ପ୍ରାର୍ଥୀ ଘୋଷଣା କରିନାହିଁ । ଏହାରି ଭିତରେ ଖୁବ୍ ଶୀଘ୍ର ଆସିପାରେ…

ମନୁଷ୍ୟ ମସ୍ତିଷ୍କର ଆକାର ବୃଦ୍ଧି ପାଉଛି !

ନୂଆଦିଲ୍ଲୀ: ପାଖାପାଖି ୬୦ରୁ୭୦ ଦଶକ ମଧ୍ୟରେ ମନୁଷ୍ୟ ଶରୀରରେ ଅନେକ ପ୍ରକାରର ପରିବର୍ତନ ଦେଖିବାକୁ ମିଳୁଛି । ଏହା ଫଳରେ ଅନେକ ପ୍ରକାରର ନୂତନ ରୋଗ ଆମକୁ ଅସୁବିଧାରେ ପକାଉଛି । କମ ବୟସରେ ଡାଇବେଟିଜ ଓ ହାର୍ଟ ରୋଗରେ ଏହାର ଜ୍ୱଳନ୍ତ ଉଦାହରଣ । ନିକଟରେ ଜାମା ନ୍ୟୁରୋଲୋଜି ଜର୍ଣ୍ଣାଲରେ…

ଆଜିଠାରୁ ଲାଗୁହେବାକୁ ଯାଉଛି ଷ୍ଟକ୍ ମାର୍କେଟର ସବୁଠାରୁ ବଡ ନିୟମ

ମୁମ୍ବାଇ: ଯେଉଁମାନେ ଷ୍ଟକ୍ ମାର୍କେଟରେ ବିନିଯୋଗ କରୁଛନ୍ତି ସେମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ଅଛି | ଆଜିଠାରୁ ଷ୍ଟକ୍ ମାର୍କେଟରେ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି | ମାର୍ଚ୍ଚ ୨୮ ରୁ ଷ୍ଟକ୍ ମାର୍କେଟରେ ଏକ ନୂତନ ନିୟମ ଲାଗୁ ହେବାକୁ ଯାଉଛି, ଯାହା ହେଉଛି ଟି+0 ନିୟମ | ଏହି ନିୟମର…

ଇଡିରେ ହାଜର ହେଲେନି ମହୁଆ, କହିଲେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛି

ନୂଆଦିଲ୍ଲୀ: ଇଡିରେ ହାଜର ହେଲେନି ତୃଣମୁଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର । ଇଡିର ସମନକୁ ଅଣଦେଖା କରି ମହୁଆ କହିଛନ୍ତି ଯେ, ସେ ଆଜି କୃଷ୍ଣନଗର ଲୋକସଭା ଆସନରେ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି । ତେଣୁ ସେ ଆଜି ଇଡି କାର୍ଯ୍ୟାଳୟରେ ହାଜର ହୋଇପାରିବେ ନାହିଁ । ଦିଲ୍ଲୀର ଇଡି କାର୍ଯ୍ୟାଳୟରେ…

୨୦୫୦ ବେଳକୁ ଭାରତର ପ୍ରଜନନ ଦରରେ ହ୍ରାସ ଘଟିବ: ରିପୋର୍ଟ

ନୂଆଦିଲ୍ଲୀ: ଭାରତର ଜନସଂଖ୍ୟା ବୃଦ୍ଧି ଏକ ସମସ୍ୟା ଥିବା ବେଳେ ଏବେ କିନ୍ତୁ ଏକ ରିପୋର୍ଟ ଭାରତୀୟଙ୍କୁ ଚିନ୍ତାରେ ପକାଇଛି । ୨୦୫୦ ବେଳକୁ ଭାରତର ପ୍ରଜନନ ଦର ଆଶ୍ଚର୍ଯ୍ୟଜନକ ଭାବେ ହ୍ରାସ ପାଇବ ବୋଲି ଉଲ୍ଲେଖ ରହିଛି । ଦି ଲେସେଂଟରେ ପ୍ରକାଶିତ ରିପୋର୍ଟ ଅନୁସାରେ ସେ ସମୟରେ ପ୍ରଜନନ ପ୍ରତିଶତ…

କଟକ ଦେଖିବ ସନ୍ତୃପ୍ତ ବନାମ ଭର୍ତ୍ତୃହରି ଲଢ଼େଇ !

କଟକ: ୨୬ ବର୍ଷରେ ବିଜେଡି ବଦଳାଇଲା କଟକ ସାଂସଦ ପ୍ରାର୍ଥୀ । କଟକ ଲୋକସଭା ଦେଖିପାରେ ଭେଟେରାନ୍ ବନାମ ନବାଗତ ଲଢେଇ । ସନ୍ତୃପ୍ତ ମିଶ୍ର ବନାମ ଭର୍ତ୍ତୃହରି ମହତାବ ମୁକାବିଲା ହୋଇପାରେ । ରାଜ୍ୟ ରାଜନୀତିରେ ଏହି ଚର୍ଚ୍ଚା ଜୋର ଧରିଛି । ଚର୍ଚ୍ଚାକୁ ଖୋରାକ ଯୋଗାଇଛି ବିଜେଡି ସାଂସଦ ପ୍ରାର୍ଥୀ…

ଟିକେଟ ନମିଳିବାରୁ ବରୁଣ ଗାନ୍ଧୀ ଲେଖିଲେ ଭାବପ୍ରବଣ ବାର୍ତ୍ତା

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଆରମ୍ଭ ହୋଇଛି। ବିଭିନ୍ନ ଦଳ ପୁନର୍ବାର ଅନେକ ସାଂସଦଙ୍କୁ ଟିକେଟ୍ ଦେଇଥିବାବେଳେ ଅନେକଙ୍କ ଟିକେଟ୍ ମଧ୍ୟ ବାତିଲ କରିଛନ୍ତି l ଏହି କ୍ରମରେ ବିଜେପି ପିଲିଭୀତରୁ ବର୍ତ୍ତମାନର ସାଂସଦ ବରୁଣ ଗାନ୍ଧୀଙ୍କ ବଦଳରେ ଜିତିନ ପ୍ରସାଦଙ୍କୁ ଟିକେଟ ଦେଇଛନ୍ତି। ଟିକେଟ…