ବଢ଼ୁଛି ମୋଦିଙ୍କ ଲୋକପ୍ରିୟତା
ନୂଆଦିଲ୍ଲୀ: ବଢ଼ୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା । ବିଶ୍ୱ ନେତୃବୃନ୍ଦଙ୍କ ସଦ୍ୟତମ ଆପ୍ରୁଭାଲ ରେର୍ଟିଂ ତାଲିକାରେ ଶୀର୍ଷ ସ୍ଥାନରେ ଅଛନ୍ତି ମୋଦି। ତାଙ୍କୁ ୭୫ ପ୍ରତିଶତ ଆପ୍ରୁଭାଲ ରେର୍ଟିଂ ମିଳିଛି । ଇପସସ୍ ଇଣ୍ଡିଆବସ୍ ପକ୍ଷରୁ ଏହି ସର୍ଭେ କରାଯାଇଛି ।…