ବୈଷୟିକ ତ୍ରୁଟି ପାଇଁ ସୁନୀତା ୱିଲିୟମ୍ସଙ୍କ ତୃତୀୟ ଥର ମହାକାଶ ଯାତ୍ରା ସ୍ଥଗିତ
ନୂଆଦିଲ୍ଲୀ: ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ତୃତୀୟ ଥର ପାଇଁ ମହାକାଶ ଯାତ୍ରା ଅଟକି ଯାଇଛି । ଭାରତୀୟ ବଂଶୋଦଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ଉଡ଼ାଣ ସମୟରେ ବୈଷୟିକ ତ୍ରୁଟି ପରିଲକ୍ଷିତ ହେବାରୁ ଯାତ୍ରା ସ୍ଥଗିତ ରଖାଯାଇଛି।
ଏନେଇ ନାସା ପକ୍ଷରୁ ସୂଚନା ଦିଆଯାଇଛି।…