ଓଡିଶାରେ ଗଡିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ, ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ଭୁବନେଶ୍ଵର: ଆଉ ଗୋଟିଏ ପାଦ ଆଗେଇଲା ଓଡ଼ିଶାର ରେଳ ଭିତ୍ତିଭୂମି । ରାଜ୍ୟକୁ ମିଳିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶାଖାପାଟଣା-ଭୁବନେଶ୍ଵର ବନ୍ଦେ ଭାରତ ଏକ୍ସପ୍ରେସ୍ ସେବାର ଶୁଭାରମ୍ଭ କରିଛନ୍ତି। ଗୁଜୁରାଟର ଅହମ୍ମଦାବାଦ ଗସ୍ତରେ ଥିବା ବେଳେ…