ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମୁକ୍ତି ମଣ୍ଡପ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ମଧ୍ୟରେ ଜଗମୋହନର ଠିକ ଦକ୍ଷିଣ ପାର୍ଶ୍ଵରେ କୂର୍ମବେଢା ପ୍ଲଟ ନମ୍ବର ୮୨ ରେ ଏହି ଆଲୋଚ୍ୟ ମୁକ୍ତି ମଣ୍ଡପ ରହିଛି। କେହି କେହି ମୁକ୍ତି ମଣ୍ଡପର ଷୋହଳ…