ହାଇଟେକ୍ ସିଟିରେ ଜଳ ସଙ୍କଟ; ପ୍ରଶାସନ ପକ୍ଷରୁ କଟକଣା
ବେଙ୍ଗାଲୁରୁ: ଖରା ଦିନ ପୂର୍ବରୁ କର୍ଣ୍ଣାଟକର ବେଙ୍ଗାଲୁରୁ ସହରରେ ଜଳ ସଙ୍କଟ ଦେଖାଦେଇଛି । ଫଳରେ ପାନୀୟ ଜଳ ବ୍ୟବହାର ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । କାର୍ ଧୋଇବା, ବଗିଚାରେ ପାଣି ଦେବା, ନିର୍ମାଣ କାମରେ ଜଳ ବ୍ୟବହାର, ୱାଟର ଫାଉଣ୍ଟେନ, ରାସ୍ତା ନିର୍ମାଣ କାମରେ…