Latest Odisha News

BREAKING NEWS

ଛାତ୍ରଛାତ୍ରୀଙ୍କ ପାଇଁ ABC ID କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ବିଦ୍ୟାଳୟ ଶିକ୍ଷା ବିଭାଗ ଦେଶର ସୁଦୂର ଗ୍ରାମାଞ୍ଚଳରେ ସାଧାରଣ ସେବା କେନ୍ଦ୍ର ବ୍ୟବହାର କରି ଅଟୋମେଟେଡ ପାରମାନେଣ୍ଟ ଏକାଡେମିକ୍ ଆକାଉଣ୍ଟ୍ ରେଜିଷ୍ଟ୍ରି ବା APAAR ଆରମ୍ଭ କରିଛି। "ଗୋଟିଏ ଦେଶ ଗୋଟିଏ ଛାତ୍ର ପରିଚୟ" ନାମକ ଏକ ସମନ୍ୱିତ ଛାତ୍ର ପରିଚୟ ପ୍ରଣାଳୀ ପ୍ରତିଷ୍ଠା…

ପ୍ୟାରିସ ଅଲିମ୍ପିକ୍ସ ପଦକରେ ରହିବ ଏଫିଲ ଟାୱାରର ଧାତୁ

ପ୍ୟାରିସ:ପ୍ୟାରିସ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସ ଆୟୋଜକ ଫେବୃୟାରୀ ୮ରେ ପଦକ ସମ୍ପର୍କରେ ସୂଚନା ଦେଇଛନ୍ତି । ଏଥର ପଦକରେ ଏଫିଲ ଟାୱାରର ଧାତୁକୁ ଯୋଡା ଯାଇଛି । ୨୬ ଜୁଲାଇରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଅଲିମ୍ପିକ୍ସ ଓ ୧୧ ଅଗଷ୍ଟରୁ ୮ ସେପ୍ଟମ୍ବର ପର୍ଯ୍ୟନ୍ତ ପାରା ଅଲିମ୍ପିକ ଆୟୋଜିତ ହେବ ।…

ସ୍କୁଲ ନଯିବାରୁ ପାଟିକଲେ କଲେ ମାଆ, ଜୀବନ ହାରିଦେଲା ଝିଅ

ଚଣ୍ଡିଗଡ଼: ମାଆର ଗାଳି ସହି ନପାରି ଜୀବନ ହାରିଲେ ସପ୍ତମ ଶ୍ରେଣୀ ଛାତ୍ରୀ । ହରିୟାଣାର ପାନିପଥରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସ୍କୁଲ ନଯିବାରୁ ମାଆ ନିଜ ଝିଅକୁ ଗାଳି ଦେଇଥିଲେ । ଯେଉଁଥିପାଇଁ ଝିଅ ନିଜ ଜୀବନ ହାରିଦେଇଥିବା କୁହାଯାଉଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…

ଜାଣନ୍ତୁ ଭାରତରତ୍ନ ଲାଲକୃଷ୍ଣ ଆଡଭାଣୀଙ୍କ କିଛି ଅଜଣା କଥା

ନୂଆଦିଲ୍ଲୀ: କଂଗ୍ରେସ ଏକଦା ଭାରତୀୟ ରାଜନୀତିରେ ପ୍ରାଧାନ୍ୟ ବିସ୍ତାର କରିଥିଲା। କିନ୍ତୁ ଏହାକୁ କ୍ଷମତାସୀନ କରିବାର ଶ୍ରେୟ ଲାଲ କୃଷ୍ଣ ଆଡଭାନୀଙ୍କ ନିକଟକୁ ଯାଇଥାଏ। ସୋମନାଥରୁ ଅଯୋଧ୍ୟା ପର୍ଯ୍ୟନ୍ତ ତାଙ୍କର ରଥ ଯାତ୍ରା ଏଭଳି ଏକ ପରିବେଶ ସୃଷ୍ଟି କରିଥିଲା ଯାହା ବିଜେପିକୁ ବହୁ ମାତ୍ରା…

ମଧ୍ୟପ୍ରଦେଶ ବାଣ ବିସ୍ଫୋରଣ ଘଟଣା: ବୋମାମାଳ ପକାଇ ବିଧାନସଭା ଆସିଲେ ବିଧାୟକ

ଭୋପାଳ: ବେକରେ ବୋମାମାଳ ପକାଇ ବିଧାନସଭା ଆସିଲେ ବିଧାୟକ। ମଧ୍ୟପ୍ରଦେଶ ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ବେକରେ ସୁତୁଲି ବୋମା ପକାଇ ଆସିଥିଲେ ହରଦାର କଂଗ୍ରେସ ବିଧାୟକ ରାମକିଶୋର ଦୋଗନେ। ହରଦା ଜିଲ୍ଲାର ବାଣ କାରଖାନାରେ ହୋଇଥିବା ବିସ୍ଫୋରଣ କେବଳ ରାଜ୍ୟକୁ ନୁହେଁ ସାରା ଦେଶକୁ ଚକିତ…

ଜେଲରେ ମହିଳା କଏଦୀ ଗର୍ଭବତୀ ହେବା ଘଟଣାରେ ହାଇକୋର୍ଟଙ୍କ କଡା ପଦକ୍ଷେପ

କୋଲକାତା: ପଶ୍ଚିମବଙ୍ଗ ଜେଲରେ ମହିଳା କୈଦୀଙ୍କ ଉପରେ ହେଉଥିବା ଅତ୍ୟାଚାରର ନଗ୍ନ ନମୂନା ଦେଖିବାକୁ ମିଳୁଛି । ଏଠାରେ ମହିଳା କୈଦୀଙ୍କ ପ୍ରେଗନେଂଟ ହେବା ଚିନ୍ତାର କାରଣ ସାଜିଛି । ପୂର୍ବରୁ ଅଭିଯୋଗ ଆସିବା ପରେ ୨୦୧୮ରେ ହାଇକୋର୍ଟ ନ୍ୟାୟମିତ୍ର ଗଠନ କରି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।…

ରେପୋ ରେଟ ଘୋଷଣା ପରେ ନିବେଶକଙ୍କ ପାଇଁ ବଡ଼ ସୁଯୋଗ, FDରୁ ନେଇ ପାରିବେ ବଡ଼ ଲାଭ

ନୂଆଦିଲ୍ଲୀ: ୨୦୨୪ ମସିହାରେ ଆରବିଆଇର ପ୍ରଥମ ମୁଦ୍ରାନୀତି ବୈଠକର ଫଳାଫଳ ଆଜି ୮ ଫେବୃଆରୀରେ ପ୍ରକାଶ ପାଇଛି। ରିଜର୍ଭ ବ୍ୟାଙ୍କ ଷଷ୍ଠ ଥର ପାଇଁ ରେପୋ ହାରରେ କୌଣସି ପରିବର୍ତ୍ତନ କରିନାହିଁ। ରେପୋ ରେଟ୍ ପୁଣି ଥରେ ୬.୫ ପ୍ରତିଶତରେ ବଜାୟ ରହିଛି। ସାଧାରଣତଃ ଦେଖାଯାଏ ଯେ ଯେତେବେଳେ ରେପୋ ହାର…

ଭାରତ-ମିଆଁମ୍ୟାର ମଧ୍ୟରେ ଅବାଧ ଚଳପ୍ରଚଳ ଉପରେ ରୋକ୍ ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଭାରତ-ମିଆଁମ୍ୟାର ମଧ୍ୟରେ ମୁକ୍ତ ଚଳପ୍ରଚଳ ଉପରେ ଲଗାଇଛନ୍ତି ପ୍ରତିବନ୍ଧକ । ଏନେଇ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଆଭ୍ୟନ୍ତୀରଣ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି । ଅମିତ ଶାହ ଲେଖିଛନ୍ତି,…

ପୁରୀ ଲୋକସଭା ଆସନ: ପ୍ରାର୍ଥୀ ଖୋଜୁଛନ୍ତି କଂଗ୍ରେସ, ବିଜେଡି !

ପୁରୀ/ଭୁବନେଶ୍ୱର: ବିଜୁ ଜନତା ଦଳର ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ପ୍ରାର୍ଥୀତ୍ୱକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। କେବଳ ବିଜେଡ଼ିର ନୁହେଁ, କଂଗ୍ରେସ ମଧ୍ୟ କାହାକୁ ପ୍ରାର୍ଥୀ କରିବ ସେନେଇ ମଧ୍ୟ ଅଙ୍କ କଷୁଥିବା ଚର୍ଚ୍ଚାରେ ରହିଛି। ଫଳରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପୁରୀ ଲୋକସଭା ଆସନରେ…

ଚେନ୍ନାଇର ବିଭିନ୍ନ ସ୍କୁଲକୁ ବୋମାମାଡ଼ ଧମକ, ପୋଲିସର ତନାଘନା

ଚେନ୍ନାଇ: ସ୍କୁଲକୁ ବୋମାମାଡ କରିବାକୁ ଧମକ ମିଳିବା ପରେ ଚେନ୍ନାଇରେ ଭୟର ବାତାବରଣ ଦେଖାଦେଇଛି। ବୋମା ମାଡ଼ ନେଇ ଇମେଲ ମାଧ୍ୟମରେ ଧମକ ମିଳିଥିଲା। ଏହା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରିଛି । ବିଦ୍ୟାଳୟର କର୍ତ୍ତୃପକ୍ଷ ଅଭିଭାବକଙ୍କୁ ଡକାଇ ପିଲାମାନଙ୍କୁ ଘରକୁ ନେଇଯିବାକୁ କହିଛନ୍ତି ।…