ଦକ୍ଷିଣ ଆଫ୍ରିକାରୁ ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ ମହମ୍ମଦ ଗୌସ ନିୟାଜୀ
ନୂଆଦିଲ୍ଲୀ: ମୋଷ୍ଟ ୱାଣ୍ଟେଡ୍ ମହମ୍ମଦ ଗୌସ ନିୟାଜୀଙ୍କୁ ଦକ୍ଷିଣ ଆଫ୍ରିକାରୁ ଗିରଫ କରାଯାଇଛି । ତାଙ୍କୁ ଧରିବାକୁ ଏନଆଇଏ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ରଖିଥିଲା । ନିୟାଜୀ ଉଗ୍ରବାଦୀ ଇସଲାମୀ ସଙ୍ଗଠନର (ପିଏଫଆଇ)ର ନେତା ଥିଲା । ୨୦୧୬ ମସିହାରେ ନିୟାଜୀ ବେଙ୍ଗାଲୁରୁରେ ଆରଏସଏସ୍ ନେତା…