ଗୁଗୁଲ ହଟାଇଲା ଭାରତ ମାଟ୍ରିମୋନି, ଜୀବନସାଥୀ ଆପ୍
ନୂଆଦିଲ୍ଲୀ: ଲୋକପ୍ରିୟ ବୈବାହିକ ପ୍ଲାଟଫର୍ମ ଭାରତ ମାଟ୍ରିମୋନି ଏବଂ ଜୀବନସାଥି ଆପ୍ ସମେତ ୧୦ଟି ଭାରତୀୟ କମ୍ପାନିରୁ ଗୁଗୁଲ୍ ଆପ୍ଲିକେସନ୍ ହଟାଇବା ଆରମ୍ଭ କରିଛି। ସର୍ଭିସ ଫି' ପୈଠକୁ ନେଇ ଚାଲିଥିବା ମତଭେଦ ଯୋଗୁଁ ଷ୍ଟାର୍ଟଅପ୍ କମ୍ପାନୀଗୁଡ଼ିକ ସହ ବିବାଦ ସୃଷ୍ଟି ହେବାରୁ ଏଭଳି ପଦକ୍ଷେପ…