୨୦୨୬ରୁ ଦେଶରେ ଆରମ୍ଭ ହେବ ପ୍ରଥମ ବୁଲେଟ୍ ଟ୍ରେନ: ସୁରଟ-ବିଲିମୋରାକୁ ଯୋଡ଼ିବ
ଗାନ୍ଧିନଗର: ଭାରତରେ ପ୍ରଥମ ବୁଲେଟ୍ ଟ୍ରେନ୍ ୨୦୨୬ରୁ ଗଡ଼ିବ। ଏହି ଟ୍ରେନ୍ ସୁରଟ ଏବଂ ବିଲିମୋରା ମଧ୍ୟରେ ଚାଲିବ। ଏଥିସହ ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ମେମୋରି ଚିପ୍ ୨୦୨୪ରୁ ବଣ୍ଟା ଯିବ। ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।
ଗୁଜରାଟରେ ଆୟୋଜିତ ଶିଖର…