ମେ’ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ‘Kalki 2898 AD’
ମୁମ୍ବାଇ: ଡିସେମ୍ବର ଶେଷରେ ମୁକ୍ତିଲାଭ କରିଥିବା ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଚଳଚ୍ଚିତ୍ର ସାଲାର ଏପର୍ଯ୍ୟନ୍ତ ବକ୍ସ ଅଫିସରେ ତାର ଜଲୱା ବଜାୟ ରଖିଛି । ପୁରା ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ଏହି ସିନେମା ୭୦୦ କୋଟିରୁ ଅଧିକ ଆୟ କରିସାରିଲାଣି । ଏହାରି ଭିତରେ ବାହୁବଳୀ ଫେମ୍ ପ୍ରଭାସଙ୍କ ଆଉ…