ବଢିଲା ଗ୍ୟାସ ଓ ବିମାନ ଇନ୍ଧନ ଦର, ଜାଣନ୍ତୁ କେତେ ରହିଛି ଆପଣଙ୍କ ସହରରେ ଦର
ନୂଆଦିଲ୍ଲୀ: ମାର୍ଚ୍ଚ ମାସ ଆରମ୍ଭରୁ ସାଧାରଣ ଲୋକଙ୍କୁ ଦରବୃଦ୍ଧିର ଝଟକା ଦେଇଛନ୍ତି ସରକାର। ତୈଳ କମ୍ପାନୀ ଗୁଡ଼ିକ ପୁଣି ଥରେ ବ୍ୟବସାୟିକ ଗ୍ୟାସ ଦରରେ ବୃଦ୍ଧି କରିଛନ୍ତି। ଏହା ପୂର୍ବରୁ ଜାନୁଆରୀ ଓ ଫେବୃଆରୀ ମାସରେ ଲଗାତାର ଦୁଇଥର ପାଇଁ ଗ୍ୟାସ ଦରରେ ବୃଦ୍ଧି ଘଟିଥିଲା। ମାର୍ଚ୍ଚରେ ମାସରେ…