Latest Odisha News

BREAKING NEWS

ବଢିଲା ଗଣଶିକ୍ଷକଙ୍କ ଦରମା, ଉପକୃତ ହେବେ ୧୨ ହଜାର ୧୧୩ ଗଣଶିକ୍ଷକ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ଗଣଶିକ୍ଷକଙ୍କ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଭେଟି । ବଢିଲା ଗଣଶିକ୍ଷକଙ୍କ ଦରମା । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଗଣଶିକ୍ଷକ ମାନଙ୍କ ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ…

ଓଡ଼ିଶାରେ କମୁଛନ୍ତି କଲରାପତରିଆ, ୪ ବର୍ଷରେ କମିଛନ୍ତି ୧୯୨

ଭୁବନେଶ୍ୱର: ଓଡ଼ିଶାରେ ହ୍ରାସ ପାଉଛି କଲରାପତରିଆ ବାଘଙ୍କ ସଂଖ୍ୟା । ଚିନ୍ତା ବଢ଼ାଇଲା ଏନଟିସିଏ ତଥା ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣର ରିପୋର୍ଟ । ୨୦୧୮ ତୁଳନାରେ ୨୦୨୨ରେ ଗତ ଚାରି ବର୍ଷ ଭିତରେ କଲରାପତରିଆଙ୍କ ସଂଖ୍ୟା କମିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ୨୦୧୮ ରିପୋର୍ଟ ମୁତାବକ,…

ହଲିଉଡ ଇଣ୍ଡଷ୍ଟ୍ରିରେ ଧୁମ୍ ମଚେଇବାକୁ ପ୍ରସ୍ତୁତ ‘ଦୃଶ୍ୟମ୍’, ୧୦ ଟି ଦେଶରେ ଫିଲ୍ମର କରାଯିବ ରିମେକ୍

ମୁମ୍ବାଇ: ଭାରତ ଏବଂ ଚୀନ୍ ବଜାରରେ ବିପୁଳ ସଫଳତା ହାସଲ କରିବା ପରେ ସୁପରହିଟ୍ ଫ୍ରାଞ୍ଚାଇଜ୍ 'ଦୃଶ୍ୟମ୍' ସର୍ବଭାରତୀୟ ସ୍ତରରେ ରିଲିଜ ହେବାକୁ ଯାଉଛି । ଫିଲ୍ମର କୋରିଆ ରିମେକ୍ ପରେ ନିର୍ମାତାମାନେ ଏକ ନୂଆ ନିଷ୍ପତ୍ତି ନେଇଛନ୍ତି । ଅଜୟ ଦେବଗନଙ୍କ 'ଦୃଶ୍ୟମ୍'ର ହଲିଉଡର ରିମେକ୍ ପ୍ରସ୍ତୁତ…

କବିତା : ସେ କିଏ ?

ଗଦାଧର ସାହୁ ଯାହା କହିଥିଲି କିଏ ସେ ଶୁଣିଛି କହି ପାରିବ କି ସିଏ, ଯିଏ ସେ କହିବ ସତ ଅବା ମିଛ ଯେମିତି ଶୁଣିଛି ସିଏ । ଜଣକ କଥାକୁ ଆରେକ କହିଲେ ଫରକ ନିଶ୍ଚୟ ଥାଏ, ଅଖଣ୍ଡ ବିଶ୍ୱାସ ତା କଥାରେ କଲେ ଅସୁବିଧା ଆସିଯାଏ । ଶୁଣିବା ଲୋକକୁ କହିବା ଲୋକକୁ ମୁହାଁମୁହିଁ…

ପୁଣିଥରେ ବାରଣାସୀରୁ ଲଢ଼ିବେ ମୋଦି !

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ୨୦୨୪ ନିର୍ବାଚନରେ ବିଜୟ ପତାକା ଉଡ଼ାଇବା ପାଇଁ  କସରତ ଆରମ୍ଭ କରିଛି । ଲୋକସଭା ନିର୍ବାଚନ ପାଇଁ  ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଛି । ପ୍ରାର୍ଥୀ ଚୟନକୁ ନେଇ ଗତକାଲି ବିଜେପି ମୁଖ୍ୟାଳୟରେ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ…

ଭାଷା ଭାଗବତ : କବିତାର ଧାରା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସ୍ବୈଚ୍ଛିକ ଅନର୍ଗଳ ଚିଂତା ପ୍ରାୟତଃ ହୁଏନି କବିତା ଶୃଂଖଳା ସହ ସ୍ବାଧୀନତା ରହିଲେ ସଂଭବ କବିତା ଭାଷାର ପ୍ରଚଳିତ ରୀତି ପ୍ରତି ରହିଲେ କିଛି ପ୍ରୀତି କବିତା କରେ ଧୀରଗତି ସୁସ୍ପଷ୍ଟ ହୁଏ କାବ୍ୟକୃତି ନ କଲେ ଅଧିକ ବର୍ଣନା…

ବର୍ଷ ବର୍ଷ ଧରି ଗଚ୍ଛିତ ଥିବା ଡାଲି ଚାଉଳ ରେ ଲାଗିବନି ପୋକ, ଆପଣାନ୍ତୁ ଏହି ୭ ଘରୋଇ ଉପାୟ

ନୂଆଦିଲ୍ଲୀ: ଚାଉଳ ଏବଂ ଡାଲି ଏପରି ଜିନିଷ ଯାହା ପ୍ରତ୍ୟେକ ଘରେ ପ୍ରତିଦିନ ବ୍ୟବହୃତ ହୁଏ । ଏଭଳି ପରିସ୍ଥିତିରେ ଲୋକମାନେ ଏହାକୁ ମାସରେ ଥରେ କିଣି ଘରେ ରଖନ୍ତି । ଅନେକ ଲୋକ ତିନି ରୁ ଚାରି ମାସ ପାଇଁ ଚାଉଳ ଏବଂ ଡାଲି କିଣି ଘରେ ଷ୍ଟୋର କରିରଖନ୍ତି । ଏପରି ପରିସ୍ଥିତିରେ, ଏହି ଡାଲିକୁ ପୋକ…

ଗାଜାରେ ଇସ୍ରାଏଲ ସେନାର ଖୋଲା ଗୁଳି ଚାଳନା: ୧୦୪ ମୃତ, ୭୦୦ରୁ ଅଧିକ ଆହତ

ପାଲେଷ୍ଟାଇନ: ପାଲେଷ୍ଟାଇନ ସ୍ଥିତ ଗାଜାରେ ଇସ୍ରାଏଲ ସେନା ଆକ୍ରମଣରେ ଅତିକମରେ ୧୦୪ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଆହତ ହୋଇଛନ୍ତି । ଗାଜାରେ ସହାୟତା ପାଇଁ ଏକାଠି ହୋଇଥିବା ଲୋକଙ୍କ ଉପରକୁ ଇସ୍ରାଏଲ ସେନା ପକ୍ଷରୁ ଖୋଲା ଗୁଳି ଚାଳନା  ଯୋଗୁଁ ଏଭଳି ନରସଂହାର ଘଟିଛି…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ : ସ୍ରଷ୍ଟାଙ୍କ ସୃଷ୍ଟି

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଯିଏ ନିଜ ଇଚ୍ଛାରେ ରୁପାୟିତ ହେବାକୁ ଲୀଳା ରଚିଛନ୍ତି। ତାଙ୍କ ପାଇଁ ସବୁ ଅଘଟଣା ବି ଏକ ଘଟଣା ପାଲଟେ। ସବୁ ବିଚିତ୍ରତା, ସାମାନ୍ୟ ହୋଇ ବୈଚିତ୍ରମୟ ହୋଇଯାଏ। ସବୁ…

ଢାକା ସ୍ଥିତ ଏକ ରେସ୍ତୋରାଁରେ ଭୀଷଣ ଅଗ୍ନିକାଣ୍ଡ, ୪୩ ମୃତ, ୪୦ ଆହତ

ଢାକା: ବାଂଲାଦେଶର ରାଜଧାନୀ ଢାକାରେ ଅଘଟଣ । ଏକ ସାତ ମହଲା କୋଠାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ୪୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନେକ ଲୋକ ଆହତ ହୋଇଛନ୍ତି । ବହୁ ସମୟର କସରତ ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ବାଂଲାଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ସାମନ୍ତ…