ଓଜନ ମେସିନ ବାସ୍ତବରେ ଓଜନ ମାପେ ନା ଆଉ କିଛି ?
ଓଡ଼ିଶ ସମ୍ବାଦ ବ୍ୟୁରୋ: ଓଜନ ମେସିନରେ ସମସ୍ତେ ସାଧାରଣତଃ ଓଜନ ମାପିଥାନ୍ତି । ହେଲେ ସତରେ କ’ଣ ଏ ମେସିନ ଓଜନ ମାପିଥାଏ ? ନା ଆଉ କିଛି ? ବାସ୍ତବରେ, ଓଜନ ମେସିନ୍ ଆପଣଙ୍କ ଓଜନ ମାପ କରେ ନାହିଁ, ଅନ୍ୟ କିଛି ମାପେ । ଏକଥା ଆମେ କହୁନୁ । ବିଜ୍ଞାନ କହୁଛି ।
ଯେତେବେଳେ ତୁମେ ଏହା ଉପରେ…