Latest Odisha News

BREAKING NEWS

ଜିତାଇ ପାରିବନି ରାମମନ୍ଦିର ! ବିଜେପି ସାଂସଦ ଖୋଲିବେ କଲ ସେଣ୍ଟର

ଭୁବନେଶ୍ୱର: କେବଳ ରାମମନ୍ଦିରକୁ ପ୍ରସଙ୍ଗ କରି ଆଗାମୀ ଲୋକସଭା ନିର୍ବାଚନ ଜିତିହେବ ନାହିଁ। ତେଣୁ ଦଳୀୟ ନେତା ଓ ସାଂସଦମାନଙ୍କୁ ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟା ସମାଧାନ ସହ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣମୂଳକ କାର୍ଯ୍ୟକୁ ବ୍ୟାପକ ଭାବେ ପ୍ରଚାର ପ୍ରସାର କରିବାକୁ ପଡିବ। ଆଗାମୀ ଲୋକସଭା…

କଂଗ୍ରେସ, ବିଆରଏସକୁ ପାଣି ପିଆଇଦେବେ ଜୟସୁଧା !

ଭୁବନେଶ୍ୱର: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ଶକ୍ତି ବଢ଼ାଉଛି ବିଜେପି। କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ ତେଲେଙ୍ଗାନାର ରାଜ୍ୟ ସଭାପତି ଦାୟିତ୍ୱ ନେବା ପରେ ଦଳକୁ ବିଭିନ୍ନ କ୍ଷେତ୍ରରୁ ଆକ୍ଟିଭ କରିବା ଉଦ୍ୟମକୁ ଜୋରଦାର କରିଛନ୍ତି। ଏହି କ୍ରମରେ ପ୍ରତିଷ୍ଠିତ ଅଭିନେତ୍ରୀ…

ପୁଣି ଶୋଏବ-ସାନିଆଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା

କରାଚୀ: ଭାରତର ଟେନିସ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟର ଶୋଏବ ମଲିକଙ୍କ ତିକ୍ତ ସମ୍ପର୍କକୁ ନେଇ ଚର୍ଚ୍ଚା ଲାଗି ରହିଛି । ଗୁରୁବାର ଶୋଏବ ତାଙ୍କ ଇନଷ୍ଟାଗ୍ରାମ ବାୟୋରେ ସାମାନ୍ୟ ପରିବର୍ତନ କରିଥିଲେ । ଏହା ପରେ ପୁନର୍ବାର ଉଭୟଙ୍କ ବିବାହ ବିଚ୍ଛେଦ ନେଇ ଆଲୋଚନା ଆରମ୍ଭ…

ମୁଣ୍ଡଳିରେ ବଢ଼ୁଛି ଜଳସ୍ତର, ଆଜି ରାତି ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ବର୍ତ୍ତମାନ ମହାନଦୀ ମୁଣ୍ଡଳୀ ଠାରେ ପିକ୍ ଜଳ ପ୍ରବାହିତ ହେଉଛି । ଏବେ ମୁଣ୍ଡୁଳିରେ ୯.୨୦ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେଉଛି । ଅପରାହ୍ଣ ୪ଟାରୁ ପିକ୍ ଜଳ ପ୍ରବାହିତ ହେଉଛି । ଆସନ୍ତା ୮ ଘଣ୍ଟା ପର୍ଯ୍ୟନ୍ତ ବନ୍ୟା ଜଳ ପ୍ରବାହ ଏମିତି ସ୍ଥିର ରହିବ । ଆସନ୍ତାକାଲି…

ଆପଣ ବି ବୁଲି ଦେଖି ପାରିବେ ଓଡ଼ିଶା ହାଇକୋର୍ଟ, ଜାଣନ୍ତୁ ପ୍ରକ୍ରିୟା…

କଟକ: ହାଇକୋର୍ଟ କମ୍ପ୍ଲେକ୍ସରେ କଣ ଅଛି ? କେଉଁଠି କେଉଁ ସୁବିଧା ମିଳେ । ଏଣିକି ଏ ସମସ୍ତ ବିଷୟରେ ଜାଣି ପାରିବେ ସର୍ବସାଧାରଣ । ଅଗଷ୍ଟ ୫ ତାରିଖରୁ କଟକ ସ୍ଥିତ ଓଡ଼ିଶା ହାଇକୋର୍ଟ କମ୍ପ୍ଲେକ୍ସରେ ଆରମ୍ଭ ହେଉଛି ଗାଇଡେଡ୍ ଟୁର୍ । ମିଳିଥିବା ସୂଚନା ଅନୁସାରେ, ଯେଉଁମାନେ ହାଇକୋର୍ଟ…

ଏବେ ବି କନ୍ଦାଉଛି ଟମାଟର: କେଜି ପିଛା ୩୦୦ ଛୁଇଁପାରେ

ନୂଆଦିଲ୍ଲୀ:କନ୍ଦଉଛି ଟମାଟୋ । ପାଟିକୁ ରୁଚୁନି ଆଉ ତରକାରୀ ।  ଦିନକୁ ଦିନ ଟମାେଟା ଦର ଯେମିତି ବଢିବାରେ ଲାଗିଛି ଚାହିଁବାକୁ ବି ଭୟ ଲାଗୁଛି । ପୂବର୍ରୁ ଲୋକେ ପେଟ୍ରାଲ ଦର ବୃଦ୍ଧିର ସମ୍ମୁଖୀନ ହେଉଥିେଲ ।  ହେଲେ ଏବେ ଟମାେଟାର ଅହେତୁକ ଦର ବୃଦ୍ଧି ଲୋକଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଛି…

ଚୀନରେ ୪୦ ଘଣ୍ଟା ଧରି ଲଗାଣ ବର୍ଷା; ୧୪୦ ବର୍ଷର ରେକର୍ଡ ଭାଙ୍ଗିଲା

ବେଜିଂ: ଚୀନରେ ପ୍ରବଳ ମାତ୍ରାରେ ବର୍ଷା ଲାଗି ରହିଛି ।  ଚଳିତ ଅଗଷ୍ଟ ବର୍ଷା ଦେଶର ୧୪୦ ବର୍ଷର ରେକର୍ଡ ଭାଙ୍ଗିଛି । ବର୍ଷାରେ ପ୍ରାୟ ୧୦ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି । ଦୀର୍ଘ ଦିନ ଧରି ବର୍ଷା ଲାଗି ରହିବା ଯୋଗୁଁ ବହୁ ଘରଦ୍ବାର ଭାଙ୍ଗିଯାଇଥିବା ବେଳେ ବହୁ ଗଛ ମଧ୍ୟ…

ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନର ସିଇଓ ହେଲେ ଶିବପ୍ରସାଦ ସାମନ୍ତରାୟ

ଭୁବନେଶ୍ୱର: ଶିବପ୍ରସାଦ ସାମନ୍ତରାୟଙ୍କୁ ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନର ମୁଖ୍ଯ କାର୍ଯ୍ୟନିର୍ବାହା ଅଧିକାରୀ (ସିଇଓ) ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଏହା ପୂର୍ବରୁ ଶିବପ୍ରସାଦ ପୂର୍ବତଟ ରେଳପଥ (ବ୍ରିଜ୍ ୱାର୍କ୍ସ)ର ମୁଖ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ମନୋଜ ତିୱାରୀ

କୋଲକାତା: ଭାରତୀୟ କ୍ରିକେଟର ମନୋଜ ତିୱାରୀ ଗୁରୁବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୩୭ ବର୍ଷୀୟ ତିୱାରୀ ୨୦୦୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ଟିମ ଇଣ୍ଡିଆ ପକ୍ଷରୁ ୨୦୧୫ରେ ସେ ଶେଷ ଥର ପାଇଁ ଖେଳିଥିଲେ । ୨୦୨ରେ ତାଙ୍କ ନେତୃତ୍ୱରେ…