Latest Odisha News

BREAKING NEWS

ବାପା କ୍ଷମତାରେ ଥିବାରୁ ପୁଅର ନାହିଁ ଡର, ରାସ୍ତା ମଝିରେ ଘଟାଇଲା ଉନ୍ମୁକ୍ତ କାଣ୍ଡ, ପ୍ରେମିକା ଉପରେ ଚଢାଇଦେଲା କାର

ମୁମ୍ବାଇ: ‘ପ୍ରେମିକର ସତ ଜାଣିଦେଲି ବୋଲି ପ୍ରଥମେ ମୋତେ ମାଡ ମାରିଲା । ପରେ ମୋ ଉପରେ କାର୍ ଚଢ଼ାଇ ଦେଲା ଆଉ ମୋତେ ରାସ୍ତା ଉପରେ ମରିବାକୁ ଛାଡ଼ି ଦେଲା ’। ଇଏ ହେଉଛି ହସ୍ପିଟାଲ ବେଡରେ ପଡି ରହିଥିବା ୨୬ ବର୍ଷୀୟା ବ୍ୟୁଟିସିଆନ ପ୍ରିୟା ଉମେନ୍ଦ୍ର ସିଂହଙ୍କ ବୟାନ । ମହାରାଷ୍ଟ୍ର ଠାଣେର…

ସଂସଦ ଭବନ ସୁରକ୍ଷା ମାମଲା: ୬ଷ୍ଠ ଅଭିଯୁକ୍ତ ଗିରଫ, ଇନଷ୍ଟା ଭିଡିଓ କରି ଯୁବଗାେଷ୍ଠୀଙ୍କ ବ୍ରେନୱାଶ କରୁଥିଲା

ନୂଆଦିଲ୍ଲୀ:ସଂସଦ ସୁରକ୍ଷା ମାମଲାରେ ଦିଲ୍ଲୀ ପୋଲିସକୁ ମିଳିଛି ବଡ ସଫଳତା । ପୋଲିସ ମାଷ୍ଟର ମାଇଣ୍ଡ ଲଳିତ ଝାଙ୍କ ସାଥୀ ମହେଶ କୁମାବତଙ୍କୁ ଗରିଫ କରିଛି । ଏହାକୁ ମିଶଇ ଏହି ମାମଲାରେ ମୋଟ ୬ ଜଣ ଗିରଫ ହେଲେଣି । ମହେଶ ଲଳିତଙ୍କ ସହ ଥାନାକୁ ଆସିଥିଲା । ପୋଲିସ ମହେଶଙ୍କୁ ଥାନାକୁ ଆଣି…

ରାଉରକେଲାରେ ଡାଇରିଆ ଆତଙ୍କ, ଗଲାଣି ୪ ମୁଣ୍ଡ

ରାଉରକେଲା: ପୁଣି ମୁଣ୍ଡ ଟେକିଲାଣି ଡାଇରିଆ । ରାଉରକେଲାରେ ଆତଙ୍କ ଖେଳାଇଲାଣି ଝାଡାବାନ୍ତି । ଦୁଇ ଦିନରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୨ ଜଣ ଆକ୍ରାନ୍ତ ଏବେ ରାଉରକେଲାର ଆଇଜିଏଚ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଅଛନ୍ତି ।…

ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଉତ୍କଳ ଭାରତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆମ ଓଡ଼ିଶା ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଉଚ୍ଚବିଦ୍ୟାଳୟର ସଂସ୍କୃତି ବିଭାଗ ସଂଯୋଜକ ଡକ୍ଟର ସୁଧୀର କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି…

୧୦କୋଟିର ବିଜ୍ଞାପନ ଅଫରକୁ ମନା କଲେ ଅଭିନେତା

ମୁମ୍ବାଇ: ଜାତୀୟ ପୁରସ୍କାର ହାତେଇବା ପରେ ବେଶ୍ ପ୍ରଶଂସା ଓ ଭଲ ପାଇବା ସାଉଁଟିଛନ୍ତି । ଆମେ କହୁଛୁ ତେଲୁଗୁ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କ କଥା । ତାଙ୍କର ବହୁ ଚର୍ଚ୍ଚିତ ପୁଷ୍ପା ଫିଲ୍ମ ବହୁଳ ମାତ୍ରାରେ ଦର୍ଶକଙ୍କ ମନ ଜିଣିଥିବାବେଳେ ଏବେ ପୁଷ୍ପା-୨ ଚଳଚିତ୍ରକୁ ଦର୍ଶକ ଚାତକ ପରି ଚାହିଁ…

କାମ ନସରୁଣୁ ରାସ୍ତାରୁ ଉଠୁଛି ପିଚୁ, ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ

ନୂଆପଡା: ଗାଁ ଠାରୁ ସହରକୁ ସଂଯୋଗ କରିବାକୁ ବିଭିନ୍ନ ରାସ୍ତା କାମ ପାଇଁ ସରକାର ମହତ ଉଦ୍ଧେଶ୍ୟରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାର ମାନଙ୍କ ମଧ୍ୟରେ ପିସି କାରବାର ଓ ଲାଭଖୋର ନୀତି ଯୋଗୁଁ ରାସ୍ତା ମାନ ନିମ୍ନରୁ ଅତିନିମ୍ନ ଭାବରେ କାର୍ଯ୍ୟ ହୋଇଛି…

ଜିଏସଟି ଫାଙ୍କିବା ଅଭିଯୋଗରେ ଚାଲିଛି ଚଢାଉ

ସୁବର୍ଣ୍ଣପୁର : ଜିଏସଟି ଫାଙ୍କିବା ଅଭିଯୋଗରେ ରେଡ୍  । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସ୍ଥିତ ସହଲା ରୋଡ ରେ ଥିବା କେଜିଏନ୍ ସାନିଟାରୀ ଓ ମୁକ୍ତାର ଟ୍ରେଡସ ଦୁଇଟି ଜାଗାରେ ବଲାଙ୍ଗୀର ଜିଏସଟିର ୬ ଜଣିଆ ଟିମ୍ ଚଢ଼ାଉ କରୁଛି  । GST ଫାଙ୍କିବା ଅଭିଯୋଗ ରେ ଏହି ରେଡ୍ ଜାରି ରହିଛି ।…

ଓଡିଶାରେ କାଶ୍ମୀର ଆତଙ୍କୀ ! ୨୦୧୮ରୁ ରହୁଥିଲା ବୁଖାରୀ

ଯାଜପୁର:  କ୍ରାଇମବ୍ରାଞ୍ଚ ଏସଟିଏଫ୍ କବଜାରେ କାଶ୍ମୀରର ସନ୍ଦିଗ୍ଧ ଆତଙ୍କୀ । ଯାଜପୁର ଧର୍ମଶାଳାରୁ ସୟଦ ଇଶାନ ବୁଖାରୀକୁ ଏସଟିଏଫ୍ ଗିରଫ କରିଛି । ଠକେଇ ଏବଂ ଦେଶ ବିରୋଧୀ ତତ୍ତ୍ବ ସହ ଲିଙ୍କ୍ ଅଭିଯୋଗରେ ଗିରଫ କରାଯାଇଛି । ଅଭିଯୁକ୍ତଠାରୁ ୧୦୦ରୁ ଉର୍ଦ୍ଧ୍ବ ଡକ୍ୟୁମେଣ୍ଟ ଜବତ କରାଯାଇଛି ।…

୬୮ ତମ ଜାତୀୟ ରେଳ ପୁରସ୍କାର ସମାରୋହ: ୨ଟି ପୁରସ୍କାର ଗ୍ରହଣ କଲା ପୂର୍ବତଟ ରେଳପଥ

ନୂଆଦିଲ୍ଲୀ/ଭୁବନେଶ୍ବର: ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ହୋଇଯାଇଛି ୬୮ ତମ ଜାତୀୟ ରେଳ ପୁରସ୍କାର ସମାରୋହ । ଜୋନାଲ ରେଳବାଇ, ଉତ୍ପାଦନ ୟୁନିଟ୍ ଏବଂ ପିଏସୟୁ ପାଇଁ ୨୧ ଟି ଶିଲ୍ଡ ସହିତ ସେମାନଙ୍କର ଉଲ୍ଲେଖନୀୟ ସେବା ପାଇଁ ସାରା ଦେଶରେ ୧୦୦ ରେଳ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଛି ।…

୧୫ ହଜାର ଗୀତ ପୂରଣ କଲା ତାଲ୍ ମ୍ୟୁଜିକ୍

ଭୁବନେଶ୍ବର : ବିଗତ ୨୦୦୧ ମସିହାରୁ ଆଜି ପର୍ଯ୍ୟନ୍ତ ତାଲ ମ୍ୟୁଜିକ ଓଡିଶା ସଙ୍ଗୀତ ଜଗତକୁ ତାର ଭେଟି ଦେଇ ଆସିଛି  । ବହୁ ଉତଥାନ ପତନ ଦେଇ ଗତି କରି ଆଜି ଏହି ସ୍ଥାନରେ ପହଞ୍ଚିଛି ତାଲ ମ୍ୟୁଜିକ୍  । ଆଜି ସେ ଶୁଭ ମୁହୂର୍ତ୍ତ ଆସିଛି । ତାଲ ମ୍ୟୁଜିକ ୧୫ ହଜାର ଗୀତରେ ପଦାର୍ପଣ କରିଛି । ଏହି…