Latest Odisha News

BREAKING NEWS

ବରଫ ମହୋତ୍ସବ : ମାଇନସ ୧୨ରୁ ୨୩ ଡିଗ୍ରି ତାପମାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମ

ଚୀନ: ଉତ୍ତର-ପୂର୍ବ ଚୀନ୍‌ର ହିଲଂଜିଆଙ୍ଗ ପ୍ରଦେଶ ଅନ୍ତର୍ଗତ ହାର୍ବିନ୍‌ଠାରେ ଧୂମ୍‌ଧାମ୍‌ରେ ଆରମ୍ଭ ହୋଇଛି ହାର୍ବିନ୍ ଆନ୍ତର୍ଜାତିକ ବରଫ ଓ ତୁଷାର ମହୋତ୍ସବ । ବିଯୁକ୍ତ ୧୨ ଡିଗ୍ରି ସେଲସିଅସ୍‌ରୁ ୨୩ ଡିଗ୍ରି ସେଲସିଅସ ତାପମାତ୍ରା ଯାଏ ଖସି ଆସୁଥିବା ହାର୍ବିନ୍ ସହରରେ ପ୍ରତି ବର୍ଷ ବିଶ୍ୱର…

ଅର୍ଥାଭାବ ଯୋଗୁ ଆଫଗାନିସ୍ତାନରେ ହେଉଛି ସାମୂହିକ ବିବାହ

କାବୁଲ: ଚାଲିଛି ବିବାହ ଋତୁ । ବିବାହ ଏକ ପ୍ରକାର କାର୍ଯ୍ୟକ୍ରମ ନୁହେଁ ତ ହିନ୍ଦୁ ସଂସ୍କୃତିରେ ଏହା ଏକ ଉତ୍ସବ ଭାବେ ପାଳନ କରାଯାଏ । ଘରେ ଗହଳ ଚହଳ ଲାଗିବା ସହ ଖାଦ୍ୟ-ପାନୀୟର ଆସର ଲାଗେ । କିନ୍ତୁ ପୃଥିବୀର ସବୁଠାରୁ ଗରିବ ଦେଶ କୁହାଯାଉଥିବା ଆଫଗାନିସ୍ତାନ ଏବେ ଅର୍ଥାଭାବ ସଙ୍ଗେ ଜୁଝି…

ମୁମ୍ବାଇରେ ଦୋସାର ମୂଲ୍ୟ ଜାଣିଲେ ଉଡିଯିବ ହୋସ

ମୁମ୍ବାଇ: ସାଧାରଣତଃ ବଜାରରେ ଦୋସାର ମୂଲ୍ୟ ୬୦ ଟଙ୍କାରୁ ୧୫୦ ଟଙ୍କା ହୋଇଥିବ । ହେଲେ ମୁମ୍ବାଇର ବିମାନବନ୍ଦରରେ ଦୋସାର ମୂଲ୍ୟ ଜାଣିଲେ ଉଡ଼ିଯିବ ହୋସ । ଏହାର ଏକ ଭିିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ସାଧାରଣ ଲୋକ ବଡ଼…

ସ୍ୱାମୀଙ୍କ ପାଇଁ ବ୍ରତ ଉପବାସ କରିବା ସ୍ତ୍ରୀ ବାଧ୍ୟ ନୁହେଁ

ନୂଆଦିଲ୍ଲୀ : ସ୍ୱାମୀଙ୍କ ପାଇଁ ବ୍ରତ ଉପବାସ କରିବା ସ୍ତ୍ରୀ ବାଧ୍ୟ ନୁହେଁ । ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ବିଚାର କରି ଏହି ରାୟ ଦେଇଛନ୍ତି । କରୱା ଚୌଥ ପାଳନ ନ କରିବା ଜଣେ ମହିଳାଙ୍କର ନିଜ ଇଛା ଉପରେ ନିର୍ଭର କରେ । ଏହା ନିଷ୍ଠୁରତା ନୁହେଁ କିମ୍ବା ବୈବାହିକ ସମ୍ପର୍କ ଭାଙ୍ଗିବା ପାଇଁ…

କମିଶନରେଟ୍ ପୋଲିସ ପକ୍ଷରୁ କଳିଙ୍ଗ ନଗରରେ ଫାଣ୍ଡି ଉଦଘାଟିତ

ଭୁବନେଶ୍ୱର: ଆଜି କମିଶନରେଟ୍ ପୋଲିସ ପକ୍ଷରୁ କଳିଙ୍ଗ ନଗର ପୋଲିସ ଫାଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଭୁବନେଶ୍ଵର-କଟକ ଦ୍ଵୈତ ନଗରୀର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହାର ଶୁଭ ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ ଭୁବନେଶ୍ଵର-କଟକ ଦ୍ଵୈତ ନଗରୀର ଅତିରିକ୍ତ ପୋଲିସ କମିଶନର…

ଆଶିକ ୩ରେ ଆନିମଲ ଫେମ ତୃପ୍ତିଙ୍କ ଏଂଟ୍ରି

ମୁମ୍ବାଇ: ଆନିମଲ ଫିଲ୍ମ ମାଧ୍ୟମରେ ଚର୍ଚ୍ଚାକୁ ଆସିଥିବା ତୃପ୍ତି ଡିମୋରୀଙ୍କ ହାତରେ ଏକ ବଡ ଫିଲ୍ମ ଲାଗିଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଆଶିକ ୩ରେ କାର୍ତିକ ଆର୍ଯ୍ୟନଙ୍କ ସହ ତୃପ୍ତି ଅଭିନୟ କରିବେ । ଏହି ରୋମାଂଟିକ ଡ୍ରାମା ଫିଲ୍ମକୁ ତୃପ୍ତି ସାଇନ ମଧ୍ୟ କରିଛନ୍ତି ।…

ବିଜେଡି ପାଇଁ ମହାପ୍ରଭୁ ଜଗନ୍ନାଥ ବଡ ନା ଭିକେ ପାଣ୍ଡିଆନ ବଡ?: ବିଜେପି

ଭୁବନେଶ୍ୱର: ବିଜେଡି ପାଇଁ ମହାପ୍ରଭୁ ଜଗନ୍ନାଥ ବଡ ନା ଭିକେ ପାଣ୍ଡିଆନ ବଡ? ବିଜୁ ଜନତା ଦଳ\"ବିଫ୍ ଜନତା ଦଳ’ ହୋଇସାରିଛି କି? ବିଜେଡି ଜଣେ ଅଣ ଓଡ଼ିଆଙ୍କ ରିମୋଟ କଟ୍ରୋଲରେ ଚାଲିବା କଣ ରୂପାନ୍ତରିକରଣ? ଓଡିଆ ସ୍ୱାଭିମାନ, ଅସ୍ମିତା ଓ ଭାବାବେଗ ସହ ବିଜେଡି ଧୋକା ଦେଇଛି । ବିଜୁ ଜନତା ଦଳର…

ଶିକ୍ଷାନୁଷ୍ଠାରେ ନୂଆ-ଓ କାର୍ଯ୍ୟକ୍ରମର ଅବଧି ଜାନୁୟାରୀ ୧୫ ଯାଏଁ ବୃଦ୍ଧି: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ଅଧ୍ୟକ୍ଷତାରେ ଶିକ୍ଷାନୁଷ୍ଠାନଗୁଡିକରେ ଚାଲିଥିବା ନୂଆ-ଓ କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକ ଭିଡିଓ କନଫରେନ୍ସିଂ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମନ୍ତ୍ରୀ ନାୟକ ସମସ୍ତ ଶିକ୍ଷାନୁଷ୍ଠାନରେ ଚାଲିଥିବା ନୂଆ-ଓ କାର୍ଯ୍ୟକ୍ରମ…