ପ୍ରଧାନମନ୍ତ୍ରୀଙ୍କ ଖ୍ରୀଷ୍ଟମାସ ସେଲିବ୍ରେସନରେ ସାମିଲ ହେଲେ ଡିନୋ ମେରିୟା, ଫଟୋ ଭାଇରାଲ
ମୁମ୍ବାଇ; ବଲିଉଡର ତାରକା ମାନେ ଖ୍ରୀଷ୍ଟମାସ ପର୍ବକୁ ବହୁତ ଧୁମ୍ ଧାମର ସହିତ ପାଳନ କରିଥାନ୍ତି | ବନ୍ଧୁବାନ୍ଧବ, ପ୍ରିୟଜନ ତଥା ସାଙ୍ଗସାଥୀ ମାନଙ୍କ ସହ ଏହି ପର୍ବକୁ ପାଳନ କରି ତାହାର କିଛି ବିଶେଷ ମୁହୁର୍ତ୍ତକୁ ସୋସିଆଲ ମିଡିଆରେ ସେୟାର କରନ୍ତି | ଏହି ପରୀପ୍ରେକ୍ଷୀରେ ୨୫ ଡିସେମ୍ବରରେ…