Latest Odisha News

BREAKING NEWS

ବିଶ୍ୱ ବଜାରରେ ବୃଦ୍ଧି ପାଇବ କି ଚାଉଳର ମୂଲ୍ୟ ! ରପ୍ତାନି ଉପରେ ରୋକ ଲଗାଇବାକୁ ସରକାରଙ୍କ ଯୋଜନା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତ ଚାଉଳର ଅଧିକାଂଶ କିସ୍ତି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ ଚିନ୍ତା କରୁଛି। ଯଦି ଏପରି ହୁଏ ତେବେ ଭାରତ ସରକାରଙ୍କ ଏହି ପଦକ୍ଷେପ ସହିତ ବିଶ୍ୱ ବଜାରରେ ଚାଉଳର ମୂଲ୍ୟ ଆହୁରି ବୃଦ୍ଧି ପାଇବ। ଏଥି ସହିତ ଭାରତରେ ମୂଲ୍ୟ ହ୍ରାସ ଦେଖିବାକୁ ମିଳେ। ଏହି ଖବର…

ଫ୍ରାନ୍ସଠୁ ଆଉ ୨୬ଟି ରାଫେଲ୍ କିଣିବ ଭାରତ, ନୌସେନାରେ ହେବ ସାମିଲ୍

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ରକ୍ଷା ଅଧିଗ୍ରହଣ ପରିଷଦ ୩ଟି ପ୍ରସ୍ତାବକୁ ଅନୁମୋଦନ କରିଛି । ଫାନ୍ସ ଠାରୁ ଭାରତୀୟ ସେନା ଲାଗି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସଂଯୁକ୍ତ ୨୬ଟି ରାଫେଲ୍ କିଣାଯିବ । ଯେଉଁଥିପାଇଁ କ୍ରିଉ ଟ୍ରେନିଂ ଓ ଲଜିଷ୍ଟିକ୍…

ଏଲନ ମସ୍କ ଲଞ୍ଚ କଲେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନୀ: ଓପେନ ଏଆଇ, ଗୁଗୁଲକୁ ଦେବ ଚାଲେଞ୍ଜ

ୱାଶିଂଟନ: ଏଲନ ମସ୍କ ଲଞ୍ଚ କଲେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନୀ xAI । ଏଲନ ମସ୍କଙ୍କ ଏହି ନୂଆ କମ୍ପାନୀ OpenAI ଏବଂ ଗୁଗୁଲକୁ ଦେବ ଟକ୍କର । ଏଥିସହିତ ଏଲନ ମସ୍କ ChatGPTର  ଦାୟିତ୍ୱବୋଧ ପ୍ରତି ପ୍ରଶ୍ନ ଉଠାଇଛନ୍ତି । ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ମଧ୍ୟ ଅଭିଯୋଗ…

କଙ୍ଗନା ରଣାୱତଙ୍କ ଫିଲ୍ମ ‘ତେଜସ୍’ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ !

ମୁମ୍ବାଇ: କଙ୍ଗନା ରଣାୱତଙ୍କ ଫିଲ୍ମ 'ତେଜସ୍' ରିଲିଜ୍ ପାଇଁ ଜୋରସୋର ପ୍ରସ୍ତୁତି ଚାଲିଛି। ତେବେ ଏହି ଫିଲ୍ମ ରିଜିଲ ପୂର୍ବରୁ ଚଳଚ୍ଚିତ୍ର ଉପରେ ସଙ୍କଟ ଘୁରିବୁଲୁଥିବା ନଜର ଆସିଛି। ଚଳଚ୍ଚିତ୍ର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଏଭଳି ମନ୍ତବ୍ୟ ଦେଇଛନ୍ତି ଉକ୍ତ ଫିଲ୍ମରେ…

ସେତୁ ଯୋଜନାର ବ୍ୟୟ ଅଟକଳ ୧୦୦ କୋଟିକୁ ବୃଦ୍ଧି; ସାମିଲ ହେଲା ସ୍ୱାଭିମାନ ଅଞ୍ଚଳର ୧୦ ପଞ୍ଚାୟତ

ଭୁବନେଶ୍ୱର: ସେତୁ (SETU-  Socio-Economic Transformation and Upliftment) ଯୋଜନାର ବ୍ୟୟ ଅଟକଳ ବୃଦ୍ଧି କଲେ ମୁ୍ଖ୍ୟମନ୍ତ୍ରୀ। ସେତୁ ଯୋଜନା  ବ୍ୟୟ ଅଟକଳକୁ ୫୦ରୁ ୧୦୦ କୋଟିକୁ ବୃଦ୍ଧି ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଯୋଜନାରେ…

ଜଟିଳ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦିଏ ଅଁଳା

ସାଧାରଣତଃ ଅନେକ ଲୋକ ସୁସ୍ଥ ରହିବା ପାଇଁ ଆୟୁର୍ବେଦ ଉପରେ ନିର୍ଭର କରି ଦେଶ ଖାଦ୍ୟ ତଥା ସବୁଜ ପନିପରିବା ଏବଂ ଫଳ ଖାଇବାକୁ ପସନ୍ଦ କରନ୍ତି ଯାହା ସ୍ୱାସ୍ଥ୍ୟ ପାଇଁ ଉପକାରୀ । ଐତିହାସିକ ଯୁଗରୁ ହରିଡ଼ା,ବାହାଡ଼ା ଓ ଅଁଳା କୁ ତ୍ରିଫଳ ର ଆଖ୍ୟା ଦିଆ ହେଇଛି । ଏହି ତ୍ରିଫଳର ବହୁ ଔଷଧୀୟ ଗୁଣ…

ଚାଷୀଙ୍କ ଫସଲ ବୀମା ପ୍ରିମିୟମ୍ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର, ଜାଣନ୍ତୁ ନିୟମ…

ଭୁବନେଶ୍ୱର: ୨୦୨୩ ଖରିଫ ଓ ୨୦୨୫-୨୬ ରବି ଫସଲ ପାଇଁ ବୀମା କରାଯିବ । ଚାଷୀଙ୍କ ବୀମାର ପ୍ରିମିୟମ୍ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡ଼ିଶା ସାମିଲ୍ ରହିବ । ଫସଲରେ କ୍ଷତି ଭରଣ ପାଇଁ ଫସଲ ବୀମା ହୋଇଥାଏ । ପ୍ରତି ୩ ବର୍ଷରେ…

ଗାଲାକ୍ସି ପ୍ଲାଜାରେ ଲାଗିଗଲା ନିଆଁ: ଜୀବନ ବଞ୍ଚାଇବା ପାଇଁ ତିନି ମହଲାରୁ ଡେଇଁ ପଡ଼ିଲେ ଲୋକେ

ନୂଆଦିଲ୍ଲୀ:ଗ୍ରେଟର ନଏଡାର ଗୌର ସିଟି ଅଞ୍ଚଳରେ ଥିବା ଗାଲାକ୍ସି ପ୍ଲାଜାରେ ଗୁରୁବାର ମଧ୍ୟାହ୍ନରେ ନିଆଁ ଲାଗି ଯାଇଛି । ନିଆଁ ଏତେ ଭୟଙ୍କର ଭାବେ ବ୍ୟାପି ଯାଇଛି ଯେ ଲୋକେ ଜୀବନ ବଞ୍ଚାଇବା ପାଇଁ ବାଟ ନ ପାଇ ତିନିମହଲାରୁ ଡେଇଁ ପଡିଛନ୍ତି । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ…

ବଗିଚାରେ ଲଗାନ୍ତୁ ଏହିସବୁ ଗଛ; ମିଳିବ ଶୁଭ ଫଳ

ସାଧାରଣତଃ ଲୋକମାନେ ନିଜ ଘରର ବାହାରେ କିମ୍ବା ବାଡ଼ି ବଗିଚାରେ ନାନା ପ୍ରକାର ବୃକ୍ଷଲତା ଲଗାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏହି ବୃକ୍ଷଲତାକୁ ଯଦି ବାସ୍ତୁ ନିୟମ ଅନୁସାରେ ରୋପଣ କରାଯାଏ ତେବେ ଏଥିରୁ ଅନେକ ଶୁଭଫଳ ମିଳିଥାଏ। ବାସ୍ତୁଶାସ୍ତ୍ରରେ ବୃକ୍ଷଲତାଙ୍କ ମାଧ୍ୟମରେ ଅନେକ ଦୋଷ…

ଭିଜିଲାନ୍ସ ଜାଲରେ ଏଏସଆଇ; ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରା ପଡ଼ିଲେ

ଭୁବନେଶ୍ୱର: ଲାଞ୍ଚ ନେଇ ଧରାପଡିଲା ମହିଳା ପୋଲିସ ଅଧିକାରୀ । ଲାଞ୍ଚ ଟଙ୍କା ସହ ରେଡ ହାଣ୍ଡରେ ଧରାପଡିଛନ୍ତି ସହିଦ ନଗର ଥାନା ଏଏସଆଇ ମମତା ବସ୍ତଆ । ୧୫ ତହାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଛି ଭିଜିଲାନ୍ସ  । ଏକ ମାମଲାରେ ସହଯୋଗ କରିବା ପାଇଁ  ସହିଦ ନାଗର ଥାନା  ଏଏସଆଇ ମମତା…