ମେଡିସିନ୍ ଷ୍ଟ୍ରିପରେ କାହିଁକି ଥାଏ ଖାଲି ସ୍ଥାନ ? ଜାଣନ୍ତୁ ଏହାପଛରେ ଥିବା ବିଶେଷ କାରଣ…
ନୂଆଦିଲ୍ଲୀ : ପ୍ରତିଦିନ ଆମେ ଆମ ଜୀବନରେ ଏପରି ଅନେକ କିଛି ଜିନିଷ ଦେଖୁ କିନ୍ତୁ କେବେ ଏହା ପଛରେ ଥିବା କାରଣ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରୁନାହୁଁ । ଆଜି ଆମେ ଆପଣଙ୍କୁ ଏପରି ଏକ ତଥ୍ୟ ବିଷୟରେ କହିବୁ, ଯାହା ବିଷୟରେ ଆପଣ କଦାପି ଭାବି ନଥିବେ । କାହାରି ଦେହ ଖରାପ ହେଲେ ଆମେ ଓୗଷଧ…