ଜାତୀୟ ମହିଳା ଫୁଟବଲ: ସତ୍ୟବତୀଙ୍କ ଚମତ୍କାର ପ୍ରଦର୍ଶନ, ସେମିରେ ପ୍ରବେଶ କଲା ଓଡିଶା
ଅମ୍ରିତସର: ଓଡିଶା ଏଠାରେ ଅନୁଷ୍ଠିତ ଜାତୀୟ ସିନିୟର ମହିଳା ଫୁଟବଲ ଚାମ୍ପିୟନଶିପର ସେମିଫାଇନାଲରେ ପ୍ରବେଶ କରିଛି । ଶନିବାର ଅନୁଷ୍ଠିତ ମୁକାବିଲାରେ ଓଡିଶା ୨-୦ ଗୋଲରେ ଚଣ୍ଡୀଗଡକୁ ପରାସ୍ତ କରିଥିଲା । ଏହି ମ୍ୟାଚରେ ସତ୍ୟବତୀ ଖଦିଆ(୨୭ତମ, ୮୭ତମ)ଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ସେ…