ଓଡିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ: ତୃତୀୟ ଦିନରେ ପ୍ରଯୋଜିକା ସନଲିସାଙ୍କ ଧାରଣା
ଭୁବନେଶ୍ଵର: ତୃତୀୟ ଦିନରେ ପହଞ୍ଚିଲା ଓଡିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ । ଆମରଣ ଅନଶନରେ ବସିଛନ୍ତି ପ୍ରଯୋଜିକା ସନଲିସାଙ୍କ ସହ କଳାକାରମାନେ । ଦୀର୍ଘ ଦୁଇ ଦିନ ଧରି ଧାରଣାରେ ବସିବା ପରେ ମଧ୍ୟ ନ୍ୟାୟ ନମିଳିବାରୁ ଆଜିଠାରୁ ଆମରଣ ଅନଶନରେ ବସିଛନ୍ତି ପ୍ରଯୋଜିକା ସନଲିସା । ସେପଟେ ଦାବି ପୂରଣ…