ଦିଲ୍ଲୀରୁ ଚାଲୁଛି କର୍ଣ୍ଣାଟକ ସରକାର !
ଭୁବନେଶ୍ୱର: କର୍ଣ୍ଣାଟକ ସରକାର ମଧ୍ୟରେ କଂଗ୍ରେସ କେନ୍ଦ୍ରୀୟ ନେତୃତ୍ବର ହସ୍ତକ୍ଷେପକୁ ନେଇ ବିବାଦ ଆରମ୍ଭ ହୋଇଛି। କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଆୟୋଜିତ ଏକ ସରକାରୀ ବୈଠକରେ କଂଗ୍ରେସ ସାଧାରଣ ସମ୍ପାଦକ ରଣଦୀପ ସୂରଜେୱାଲାଙ୍କ ଅଧ୍ୟକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ଓ ଜେଡିଏସ।…