‘ବିକାଶ ପାଇଁ ଅବିଶ୍ରାନ୍ତ କାମ କରୁଛି ବିଜେଡି ହେଲେ ବାଧା ଦେଉଛି ବିଜେପି ନେତାଙ୍କ ଷଡଯନ୍ତ୍ର’
ଭୁବନେଶ୍ୱର: ବିଜୁ ଜନତା ଦଳ ସରକାର ବିଗତ ୨୩ ବର୍ଷ ମଧ୍ୟରେ ଓଡ଼ିଶାର ବିକାଶ ପାଇଁ ଅବିଶ୍ରାନ୍ତ ଭାବେ କାମ କରୁଛି । ହେଲେ ଓଡିଶା ବିଜେପି ନେତାମାନେ ଗତ ନଅ ବର୍ଷ ଧରି ଦିଲ୍ଲୀରେ ଓଡିଶାର ବିକାଶ ବିରୋଧରେ ଷଡଯନ୍ତ୍ର କରୁଛନ୍ତି । ଏମିତି ଅଭିଯୋଗ ଆଣିଛି ବିଜେଡି ।
ଆଜି ଭୁବନେଶ୍ୱରଠାରେ…