Latest Odisha News

BREAKING NEWS

ମଝି ଆକାଶରେ ଏୟାର ଇଣ୍ଡିଆକୁ ଝଟକା, ଋଷ ବିମାନ ବନ୍ଦରରେ କଲା ଜରୁରୀକାଳୀନ ଅବତରଣ

ଓଡିଶା ସମ୍ବାଦ ବ୍ୟୁରୋ: ମଝି ଆକାଶରେ ଏୟାର ଇଣ୍ଡିଆ ବିମାନର ଇଞ୍ଜିନ ତୃଟି। ଜରୁରୀକାଳୀନ ଅବତରଣ ପାଇଁ ଋଷକୁ ମାଗିଲା ଅନୁମତି। ସୂଚନା ଅନୁସାରେ ମଙ୍ଗଳବାର ଦିଲ୍ଲୀରୁ ସାନ ଫ୍ରାନ୍ସିସକୋକୁ ଏୟାର ଇଣ୍ଡିଆ ବିମାନ AI173 ଉଡ଼ାଣ ଭରିଥିଲେ। ହେଲେ ହଠାତ ମଝି ଆକାଶରେ ଦେଖାଦେଇଥିଲା ଯାନ୍ତ୍ରୀକ…

ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା

ଅନଗୁଳ: ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦିଆଯାଇଛି। ତାଳଚେରକୁ ଜିଲ୍ଲା ମାନ୍ୟତା ଦାବି କରି ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡକରା ଦିଆଯାଇଥିବା ବେଳେ ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସବୁକିଛି ବନ୍ଦ ରହିବ।…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୩୮)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ମୁଁ ଭାବୁଛି, ଏ ପ୍ରଶ୍ନର ଉଚାର କେବେ ବି ମିଳିବନି ।” ବିମର୍ଷ ସ୍ୱରରେ ମ୍ୟାଥ୍ୟୁ କହିଲେ । “ତା’ହେଲେ କ'ଣ ଏବେ ଯାଇ ଲାସ୍‌କୁ ଲୁଚେଇଦେବା?” ହତାଶାରେ ଦି’ହାତକୁ ଛନ୍ଦି ଲୁକାସ୍ ପଚାରିଲେ । ସମସ୍ତେ…

ଦୁର୍ଘଟଣା ଟ୍ରାକ୍‌ରେ ଦେଇ ଗଡ଼ିଲା କରମଣ୍ଡଳ ଏକ୍ସପ୍ରେସ୍, ସ୍ମୃତି ମନେ ପକାଇ ଭାବପ୍ରବଣ ହେଲେ ଯାତ୍ରୀ

ଭୁବନେଶ୍ୱର: ଦୁର୍ଘଟଣା ପରେ ଗଡ଼ିଲା କରମଣ୍ଡଳ ଏକ୍ସପ୍ରେସ୍‌। ବାହାନଗା ଟ୍ରେନ୍ ଦୁର୍ଘଟଣା ଘଟାଇଥିବା କରମଣ୍ଡଳ ଏକ୍ସପ୍ରେସ୍‌ ଗତକାଲି ଦୁର୍ଘଟଣା ସ୍ଥଳର ଟ୍ରାକ୍‌ ଦେଇ ଯାଇଛି। ୪ ଦିନ ପରେ ଟ୍ରାକ୍‌ରେ ଗଡ଼ିଛି କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍‌। ମଙ୍ଗଳବାର ଚେନ୍ନାଇ ପଟୁ ଆସିଥିବା କରମଣ୍ଡଳ…

ବାହାନଗା ଟ୍ରେନ୍ ଦୁର୍ଘଟଣା; ସ୍ୱାଭାବିକ ହୋଇନି ଟ୍ରେନ୍ ଚଳାଚଳ, ଆଜି ୯ ଟ୍ରେନ୍ ବାତିଲ

ଭୁବନେଶ୍ୱର: ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ୫ ଦିନ ପୂରି ଥିବା ବେଳେ ରାଜ୍ୟରେ ଏପର୍ଯ୍ୟନ୍ତ ସ୍ୱାଭାବାକି ହୋଇନି ଟ୍ରେନ୍ ଚଳାଚଳ। ଏବେ ବି କାମ ଚାଲିଛି। ଟ୍ରେନ୍ ବାତିଲ ହେଉଛି। ଟ୍ରେନ୍ ଚାଲୁନଥିବାରୁ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ। ଗତକାଲି ମଙ୍ଗଳବାର ୫ଟି ଟ୍ରେନ୍‌ ବାତିଲ୍‌…

ଏଣିକି ୨୪ ଘଣ୍ଟା ପାଇଁ ଖୋଲା ରହିବ ବାଣିଜ୍ୟିକ ପ୍ରତିଷ୍ଠାନ, ଅନୁମୋଦନ ଦେଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର। ଏଣିକି ସ୍ଥାନୀୟ ଲୋକେ କରିପାରିବେ ନାଇଟ ସପିଂ। ୨୪ ଘଣ୍ଟା ପାଇଁ ଖୋଲା ରହିବ ଦୋକାନ। ଜାତୀୟ ରାଜଧାନୀ ଦିଲ୍ଲୀରେ ୧୫୫ଟି ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନକୁ ୨୪ ଘଣ୍ଟା ଖୋଲା ରଖିବା ପାଇଁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ…

କବିତା : ଅଣସର ଘରେ ପ୍ରଭୁ

ରମାକାନ୍ତ ନାୟକ କାହିଁକି?? କାହିଁକି ହେ ! ଅଣସର ଘରେ ପ୍ରଭୁ ଜଗନ୍ନାଥ କାହାପାଇଁ ତମେ ନିରୋଧୀତ ଗୃହେ ଅନବସରରେ ଗୋପନୀୟ ଭାବରେ ଅଣସର ପିଣ୍ଡ ଗୃହରେ ମାନବୀୟ ଗୁଣରେ ଦାରୁବିୟ ଗୁପ୍ତ ନୀତିରେ ସ୍ୱତନ୍ତ୍ର ବିଧିରେ ସେବା ପାଉଥାଅ ବିଶ୍ୱାବସୁର ଭାବ ପ୍ରୀତି ଅଶ୍ରୁ ଆଉ…

ଭାଷା ଭାଗବତ : ରେଫ ତଳେ ଯୁଗ୍ମାକ୍ଷର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯୁଗ୍ମାକ୍ଷରରେ ରେଫ ଚିହ୍ନ ଦେବାକୁ ନାହିଁ ତ ବାରଣ ବଳୁଛି ଯାହାଂକର ମନ କରଂତୁ ଏପରି ଲିଖନ: ଦୁର୍ଗ୍ଗନ୍ଧ, ନିର୍ଜ୍ଜନ, ନିର୍ଦ୍ଧନ ଦୁର୍ନ୍ନାମ, ନିର୍ବ୍ବନ୍ଧ, ଦର୍ପ୍ପଣ ନିର୍ଲ୍ଲଜ ଅଥବ ନିର୍ମ୍ମଳ ନିଜେ ବୁଝଂତୁ ଫଳାଫଳ…

ମୃତ୍ୟୁର ଦୁଇ ଦିନ ପରେ ମୃତକଙ୍କୁ ମିଳିଲା ଜାମିନ

ମୁମ୍ବାଇ: ମୃତ୍ୟୁର ଦୁଇ ଦିନ ପରେ ଜଣେ ବ୍ୟକ୍ତିଙ୍କୁ ମିଳିଲା "ଚିକିତ୍ସା ଏବଂ ମାନବ ଅଧିକାର" ଆଧାରରେ ଅସ୍ଥାୟୀ ଜାମିନ। ଏକ ଠକେଇ ମାମଲାରେ ଗିରଫ ହୋଇଥିବା ୬୨ ବର୍ଷିୟ ବ୍ୟକ୍ତିର ମୃତ୍ୟୁ ପରେ ମୁମ୍ବାଇ କୋର୍ଟ ଅସ୍ଥାୟୀ ଜାମିନ ପ୍ରଦାନ କରିଛନ୍ତି। ମେ ୯ ତାରିଖରେ ତାଙ୍କ ଜାମିନ ଆବେଦନ ଉପରେ…

ଆତଙ୍କବାଦୀ ସହଯୋଗୀଙ୍କ ୧୦ଟି ସ୍ଥାନରେ ଏନଆଇଏର ଚଢାଉ

ନୂଆଦିଲ୍ଲୀ: ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) କାନାଡାରେ ରହୁଥିବା ଆତଙ୍କବାଦୀ ଅର୍ଶଦୀପ ଡାଲାର କିଛି ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବେଳେ ପଞ୍ଜାବ ଏବଂ ହରିୟାଣାରେ ସେମାନଙ୍କ ସହ ଜଡିତ ୧୦ ଟି ସ୍ଥାନରେ ଚଢାଉ କରିଛି। ଏନେଇ ଜଣେ ଅଧିକାରୀ ସୂଚନା…