Latest Odisha News

BREAKING NEWS

ଅନାଥ ପିଲାଙ୍କ ସ୍କୁଲକୁ ସହାୟତାର ହାତ ବଢ଼ାଇଲେ ସୋନୁ ସୁଦ

ମୁମ୍ବାଇ: ହିନ୍ଦି ସିନେମାରେ ମୁଖ୍ୟତଃ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ବଲିଉଡ଼ ଅଭିନେତା ସୋନୁ ସୁଦ୍ ନିଜର କାର୍ଯ୍ୟକଳାପ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କୌଣସି ଲୋକ ଅସୁବିଧାରେ ଥିଲେ ତାଙ୍କ ପାଖରେ ପହଞ୍ôଚ ସହାୟତାର ହାତ ବଢାଇଥାନ୍ତି ସୋନୁ । ଏହି କାରଣରୁ ସୋନୁ ସୁଦ୍‌ଙ୍କ…

ହ୍ୟାଟ୍ରିକ ପାଇଁ ମୋଦିଙ୍କ ପ୍ଲାନ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ହ୍ୟାଟ୍ରିକ ପାଇଁ ବିଜେପିର ବଡ଼ ପ୍ରସ୍ତୁତି। ଲୋକସଭା ନିର୍ବାଚନରେ ସଫଳତା ଦୋହରାଇବାକୁ କୌଣସି ବି ସୁଯୋଗ ହାତଛଡା କରିବାକୁ ଚାହୁଁନି ବିଜେପି। ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି। ମୋଦି ବିଜେପି ଶାସିତ ରାଜ୍ୟର…

ଠାବ ହେଲା ୨୫୦୦ ବର୍ଷ ତଳର ଟଏଲେଟ୍

ଇସ୍ରାଏଲ: ସ୍ୱଚ୍ଛ ଭାରତ ଅଭିଯାନକୁ ଦେଶରେ ମିଳିଛି ଭରପୂର ସଂଫଳତା । ୨୦୧୪ ମସିହାରେ କେନ୍ଦ୍ରରେ ଏନଡ଼ିଏ ସରକାର ଏହି ଅଭିଯାନକୁ ଗୁରୁତ୍ୱ ଦେଇଛନ୍ତି ଓ ଏହାର ପ୍ରଭାବ ମଧ୍ୟ ଅନୁଭୂତ ହୋଇଛି । ଏଥିପାଇଁ ଲୋକଙ୍କୁ ଆର୍ଥିକ ସହାୟତା ଦିଆଯିବା ସହ ବାହାରେ ମଳତ୍ୟାଗକୁ ରୋକିବା ପାଇଁ ନିୟମ ମଧ୍ୟ…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ଘୋଷଣା ହେଲା ମ୍ୟାଚ ଅଫିସିଆଲଙ୍କ ନାମ

ଓଭାଲ: ଜୁନ ୭ରେ ଏଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ମ୍ୟାଚ ଅଫିସିଆଲଙ୍କ ନାମ ଘୋଷଣା କରାଯାଇଛି । ନ୍ୟୁଜିଲାଣ୍ଡର କ୍ରିସ ଗାଫେନୀ ଓ ଇଂଲଣ୍ଡର ରିଚାର୍ଡ ଇଲିଂୱର୍ଥ ଫିଲ୍ମ ଅମ୍ପାୟର ଦାୟିତ୍ୱ ତୁଲାଇବେ । ଇଂଲଣ୍ଡର ରିଚାର୍ଡ…

ରିଲିଜ୍ ହେଲା ‘ଆଦିପୁରୁଷ’ର ଦ୍ୱିତୀୟ ଗୀତ: ଦର୍ଶକଙ୍କ ହୃଦୟକୁ ଛୁଇଁଲା

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏବେ ଖୁବ୍ ଚର୍ଚ୍ଚାରେ । ସୋମବାର ଏହି ଫିଲ୍ମର ଦ୍ୱିତୀୟ ଗୀତ ରିଲିଜ୍ ହୋଇଯାଇଛି । ଏହି ଗୀତ ଜବରଦସ୍ତ ହୋଇଛି । ଏହି ଗୀତକୁ ଲୋକେ ବହୁମାତ୍ରାରେ ପସନ୍ଦ…

ଏଣିକି ବିକ୍ରି ତଥା ବିଭାଜନ ହୋଇପାରିବ ଚକ ଜମି

ଭୁବନେଶ୍ୱର: ଚକଜମି ବିକ୍ରି ତଥା ବିଭାଜନକୁ ମିଳିଛି କ୍ୟାବିନେଟ ମୋହର । ଏଣିକି ଚକ ଜମି ବିକ୍ରି ତଥା ବିଭାଜନ ହୋଇପାରିବ । ଚକ  ଜମି  ବିକ୍ରି ପାଇଁ ଜମି ପଟ୍ଟାଗୁଡ଼ିକର ସଂଶୋଧନ କରାଯାଇ ପାରିବ । ଓଡ଼ିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମର ଚାପ୍ଟର-୫ର ଧାରା ୩୪ ଏବଂ ୩୫ର…

ବୟସ ମାତ୍ର ୮ ବର୍ଷ: ୬୦ କିଲୋଗ୍ରାମ ଓଜନ ଉଠାଇ କଲେ ରେକର୍ଡ଼

ହରିୟାଣା: ଯେଉଁ ବୟସରେ ପିଲାମାନେ ଖେଳିବା ଓ ବୁଲିବା କଥା ସେହି ବୟସରେ ଜଣେ କୁନି ଝିଅ ଏବେ ତା’ର ଦକ୍ଷତା ହେତୁ ଇଣ୍ଟରନେଟ୍ ସେନ୍‌ସେ୍‌ସ୍ ପାଲଟିଯାଇଛନ୍ତି । ତାଙ୍କ ପାଖକୁ ଏବେ ସାରା ବିଶ୍ୱରୁ ପ୍ରଶଂସାର ସୁଅ ଛୁଟୁଛି । ଆମେ ହରିୟାଣାର ପଞ୍ଚକୁଲାର ୮ ବର୍ଷିୟା ଆରସିୟା ଗୋସ୍ୱାମୀଙ୍କ…

ବ୍ରିଟିଶ କଲମ୍ବିଆ ୟୁନିଭର୍ସିଟିର ସବୁଠାରୁ ସ୍ଲୋ ଷ୍ଟୁଡେଣ୍ଟଙ୍କୁ ମିଳିଲା ଗ୍ରାଜୁଏସନ ସାର୍ଟିଫିକେଟ

 ସଫଳତା ଆଉ ଶ୍ରେଷ୍ଠତା  ପୁରସ୍କାର ସାଉଁଟି ଆଣେ । ହେଲେ ୭୧ ବର୍ଷର ଜଣେ ବ୍ୟକ୍ତିଙ୍କୁ ତାଙ୍କର ବିଫଳତା ତଥା କାମରେ ମନ୍ଥରତା   ପାଇଁ ପୁରସ୍କୃତ କରାଯାଇଛ । ଆପଣ ଭାବୁଥିବେ ଇଏ କି ପ୍ରକାର ପୁରସ୍କାର ? କିନ୍ତୁ  ଏହି ବ୍ୟକ୍ତିଙ୍କର ବିଫଳତା ଏବଂ ମନ୍ଥରତା ବିଷୟରେ ଜାଣିଲେ ଆପଣ ବି ଭାବିବେ…

ଅଭିନୟ ଦୁନିଆରୁ ବିଦାୟ ନେବେ ଦୀପିକା : ପରିବାରକୁ ଦେବେ ପୁରା ସମୟ

ମୁମ୍ବାଇ: ଅଭିନୟ ଦୁନିଆରୁ ସବୁଦିନ ପାଇଁ ବିଦାୟ ନେବି । ମୋ ପରିବାର ଓ ଆଗକୁ ଆସୁଥିବା ମୋ ବେବିକୁ ପୁରା ସମୟ ଦେବି । ମୁଁ ବହୁତ କମ୍ ବୟସରେ ଅଭିନୟ ଦୁନିଆକୁ ଆସିଛି । ୧୫ବର୍ଷ ହେଲା ନିରନ୍ତର କାମ ବି କଲି । ଏବେ ଅଭିନୟ ନୁହେଁ,ପରିବାରକୁ ଧ୍ୟାନ ଦେବି । ଏମିତି କିଛି କହିଛନ୍ତି ଛୋଟପରଦାର…

ଡ଼୍ୟାନ୍ସ କଲେ ୮୦ ବର୍ଷୀୟା ବୃଦ୍ଧା,ତାଙ୍କ ଆତ୍ମବିଶ୍ୱାସକୁ ଲୋକେ ଦେଲେ ଧନ୍ୟବାଦ

ଯଦି କେହିି ହୃଦୟରେ ନିଜକୁ ଯୁବକ ବୋଲି ଅନୁଭବ କରନ୍ତି, ଯେତେ ବୟସ୍କ ହୁଅନ୍ତୁ ନା କାହିଁକି ସେ ସବୁବେଳେ ଯୁବକ ହିଁ ରହିବେ । ଯଦି ଆପଣ ଏହାକୁ ବିଶ୍ୱାସ କରୁନାହାଁନ୍ତି, ତେବେ ଏବେ ଭାଇରାଲ ହେଉଥିବା ଏକ ଭିଡିଓ ଦେଖିଲେ ଠିକ୍ ବୁଝିପାରିବେ । ଜଣେ ବୃଦ୍ଧା ଏପରି ଡ଼୍ୟାନ୍ସ କରୁଛନ୍ତି ଯେ, ଲୋକେ…