ଦିଲ୍ଲୀ ଲଢ଼େଇ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ନୂତନ ଅଧ୍ୟାଦେଶ ଜାରୀ କଲା କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଦିଲ୍ଲୀର କ୍ଷମତା କାହା ହାତରେ ରହିବ ସେ ନେଇ ମୁଖ୍ୟମନ୍ତ୍ରୀ ଓ ଏଲଜିଙ୍କ ମଧ୍ୟରେ ଲଢ଼େଇ ଜାରୀ ରହିଛି । କିଛି ଦିନ ତଳେ ଦିଲ୍ଲୀରେ ଅଧିକାରୀଙ୍କ ପୋଷ୍ଟିଂ ଏବଂ ବଦଳି ଘଟଣା ସୁପ୍ରିମକୋର୍ଟଙ୍କ ନିକଟରେ ପଂହଚିଥିଲା । ସୁପ୍ରିମକୋର୍ଟ ମଧ୍ୟ ନିର୍ବାଚିତ ସରକାରଙ୍କ ପାଖରେ ଏହି କ୍ଷମତା…