Latest Odisha News

BREAKING NEWS

ବାଂଲାଦେଶରେ ଫିଲ୍ମ ‘ପଠାନ’ ରିଲିଜକୁ ବିରୋଧ: ଆପତ୍ତି ଉଠାଇଲେ ବାଂଲାଦେଶୀ ଅଭିନେତା

ମୁମ୍ବାଇ:ବଲିଉଡ଼ର କିଙ୍ଗ୍ ଖାନ୍ ତଥା ଶାହରୁଖ ଖାନଙ୍କ ଅଭିନିତ ଫିଲ୍ମ ‘ପଠାନ’ ଚଳିତ ବର୍ଷର ସବୁଠାରୁ ବଡ ହିଟ୍ ଫିଲ୍ମ । ଏହି ଫିଲ୍ମ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିଛି । ଏହି ଫିଲ୍ମ ଏବେ ବାଂଲାଦେଶରେ ରିଲିଜ ହେବାକୁ ଯାଉଛି । ସବୁଠୁ ବଡ଼ କଥା ୫୨ ବର୍ଷ ପରେ ବାଂଲାଦେଶରେ ହିନ୍ଦୀ ଫିଲ୍ମ…

ତାତିରୁ ତ୍ରାହି ନାହିଁ, ଆଗାମୀ ୫ ଦିନ ଯାଏ ୪୦ ଡିଗ୍ରୀରେ ଜଳିବ ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ ଏବେ ତାତିରୁ ନିସ୍ତାର ମିଳିବ ନାହିଁ । ଆଗାମୀ ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଲାଗି ରହିବ । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଥିବା ବେଳେ ବାତ୍ୟାର ରୂପ ନେବ । ହେଲେ…

ବ୍ରିଜ ଭୂଷଣଙ୍କୁ ନାର୍କୋ ଟେଷ୍ଟ ସାମ୍ନା କରିବା ପାଇଁ ଚ୍ୟାଲେଞ୍ଜ କଲେ ରେସଲର ସାକ୍ଷୀ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିପକ୍ଷରେ ଦୁଷ୍କର୍ମ ମାମଲା ଆଣିବା ସହ କଠୋର କାର୍ଯ୍ୟାନୁଷ୍ଠାନ ନେଇ ରେସଲରମାନେ ଯନ୍ତରମନ୍ତରରେ ଧାରଣା ଦେଇଛନ୍ତି । ୨୦୧୬ ରିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲିକ ବୁଧବାର ବ୍ରିଜଭୂଷଣଙ୍କୁ ଚ୍ୟାଲେଂଜ…

ମୋତେ ସ୍ଲୋ ପଏଜନ ଦେଇ ପାରନ୍ତି, ଟଏଲେଟ ବି ଛାଡୁ ନାହାନ୍ତି; ସୁପ୍ରିମକୋର୍ଟରେ ଆବେଦନ କଲେ ଇମ୍ରାନ ଖାନ

ଇସଲାମବାଦ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହେବା ପରେ ଦେଶ ଅଶାନ୍ତ ହୋଇପଡିଛି । ସାରା ଦେଶରୁ ଇଣ୍ଟରନେଟ ବନ୍ଦ କରି ଦିଆଯାଇଛି । ଇସଲାମବାଦ କୋର୍ଟ ଇମ୍ରାନଙ୍କ ଗିରଫଦାରିକୁ ଠିକ ବୋଲି ଦର୍ଶାଇବା ପରେ  ଇମ୍ରାନ ଦଳ ପିଟିଆଇ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି…

ମହିଳାଙ୍କ ହୃଦୟଥରା ଜୀବନ ସଂଘର୍ଷ: ୩ ବର୍ଷ ବୟସରୁ ବାପା-ଭାଇ କଲେ ବଳାତ୍କାର; ୫୦ ବର୍ଷ ପରେ ମିଳିଲା ସଜା

ଲଣ୍ଡନ: ଛୋଟ ଝିଅଟିଏ ନିଜର ସୁରକ୍ଷା ସମ୍ପର୍କରେ ଯେତେବେଳେ ଅଜ୍ଞ ଥିଲା ସେତେବେଳେ ତା ଜୀବନ ଅସୁରକ୍ଷିତ ହୋଇପଡିଥିଲା । ସେ ଭରସା କରିଥିଲା ତାର ବାପା ଆଉ ଭାଇ ଉପରେ । ହେଲେ ସେହିମାନେ ହିଁ ତା ପାଇଁ ପାଲଟି ଯାଇଥିଲେ ରାକ୍ଷସ । ସାଢେ ତିନି ବର୍ଷ ବୟସରୁ ତାଙ୍କୁ ଦେଉଥିଲେ ନିର୍ଯାତନା ।…

ମହିଳା ତିଆରି କଲେ ମହଙ୍ଗା ପିଜା: ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନ୍ୟୁୟର୍କ: ସ୍କୁଲ ପିଲାଙ୍କଠାରୁ ଆରମ୍ଭ କରି କଲେଜ ଛାତଛାତ୍ରୀଙ୍କର ପିଜା ହେଉଛି ପ୍ରଥମ ପସନ୍ଦ ଖାଦ୍ୟ । ଏହି ପିଜାର ମୂଲ୍ୟ ବି ବହୁତ ମହଙ୍ଗା ନୁହେଁ । କିନ୍ତୁ ଆମେରିକାର ଜଣେ ମହିଳା ଏବେ ଏତେ ମହଙ୍ଗା ପିଜା ତିଆରି କରିଛନ୍ତି ଯେ, ତାହାର ମୂଲ୍ୟ ଜାଣିଲେ ଖାଇବା ତ ଦୂରର କଥା ଭାବିହେବ…

ଦିନନାଥ ପାଠୀଙ୍କ ୮୧ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ବିଭୂତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ ଆନୁକୂଲ୍ୟରେ ବିଶିଷ୍ଟ ଚିତ୍ରଶିଳ୍ପୀ କେନ୍ଦ୍ର ଲଳିତ କଳା ଏକାଡେମୀର ପୂର୍ବତନ ସଭାପତି ତଥା ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଦିନନାଥ…

ବିବାହ ବେଦୀରୁ ଭୋଟ ଦେବାକୁ ଆସିଲେ ନବବଧୂ

ବାଙ୍ଗାଲୋର: ଆଜି କର୍ଣ୍ଣାଟକରେ ଚାଲିଛି ବିଧାନସଭା ଆସନ ପାଇଁ ମତଦାନ । ଭୋଟ ଦେବାପାଇଁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଥିବା ଦେଖିବାକୁ ମିଳିଛି ।ମତଦାନ କେନ୍ଦ୍ର ସମ୍ମୁଖରେ ଭୋଟରଙ୍କ ଲମ୍ବା ଭିଡ ଲାଗି ରହିଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଡ ବଡ ନେତାମାନେ ଭୋଟ କେନ୍ଦ୍ରରେ ଭିଡ…

ଆସୁଥିବା ବାତ୍ୟାର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି: ଆଇଏମଡି

ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ଲଘୁଚାପ ଆଜି ରାତିରେ ବାତ୍ୟାରେ ପରିଣତ ହେବ । ଏହା ପରେ ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆହୁରି ଶକ୍ତିଶାଳୀ ହେବ । ତେବେ ଓଡ଼ିଶା ଉପରେ ଆସୁଥିବା ବାତ୍ୟାର କୌଣସି ପ୍ରଭାବ ପଡ଼ିବ ନାହିଁ । ଏନେଇ ସୂଚନା…

ବାଚସ୍ପତି କହିବାକୁ ଦେଲେନି ବୋଲି ସଂସଦ ଭିତରେ ପୋଷାକ ଖୋଲି ଦେଲେ ଏମପି

କାଠମାଣ୍ଡୁ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ଦେଖିବାକୁ ମିଳିଛି  ଜଣେ ସାଂସଦ ସମସ୍ତଙ୍କ ସମ୍ମୁଖରେ ନିଜର ପୋଷାକ ଖୋଲୁଛନ୍ତି। ଏହାକୁ ନେଇ ୟୁଜର୍ସମାନେ ଖୁବ ପ୍ରତିକ୍ରିୟା ରଖିଛନ୍ତି । ଭିଡିଓଟି ନେପାଳର ବୋଲି ଜଣାଯାଇଛି । ଜଣେ ନିର୍ଦ୍ଦଳୀୟ ସାଂସଦ ଅମରେଶ…