ବିଶ୍ଵ ହୃଦୟ ଦିବସ: ହୃଦୟକୁ ବ୍ୟବହାର କର, ହୃଦୟକୁ ଜାଣ
ଭୁବନେଶ୍ଵର: ମଣିଷ ଶରୀରର ହାର୍ଟ ବା ହୃତପିଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ପୂରା ଶରୀରକୁ ଶକ୍ତି ଯୋଗାଏ । ହାର୍ଟ ସୁସ୍ଥ ରହିଲେ ବ୍ୟକ୍ତି ସୁସ୍ଥ ରହିଥାଏ । ତେଣୁ ଏହାର ଯତ୍ନ ନେବା ଅତ୍ଯନ୍ତ ଆବଶ୍ୟକ । ଲୋକଙ୍କୁ ଏହି ବାବଦରେ ସଚେତନ କରାଇବା ଲାଗି ପ୍ରଥମେ ୨୦୦୦ ମସିହାରେ ଏହି ଦିବସ…