Latest Odisha News

BREAKING NEWS

ଦୁନିଆର ସବୁଠାରୁ ଛୋଟ କୁକୁର: ଓଜନ ମାତ୍ର ଅଧା କିଲୋ

ଇଟାଲୀ: ଦୁନିଆରେ ଅନେକ ପଶୁପକ୍ଷୀ ଅଛନ୍ତି । ସେଥିମଧ୍ୟରୁ କିଛି ଆମେ ପାଳିଥାଉ । ହେଲେ କୁକୁର ପାଳିବା ଅଧିକାଂଶ ଲୋକଙ୍କର ସଉକ୍ । କିନ୍ତୁ ଏମିତି ଏକ କୁକୁର ଅଛି, ଯାହା ଦୁନିଆର ସବୁଠାରୁ ଛୋଟ କୁକୁର ବୋଲି କୁହାଯାଏ । ତାକୁ ଆପଣ ପକେଟରେ ମଧ୍ୟ ପୁରେଇ ନେଇପାରିବେ । କେବଳ ସେତିକି ନୁହେଁ,…

କଳିଙ୍ଗ ଷ୍ଟାଡିୟମରେ ଏପ୍ରିଲ ୨୦ରୁ “ଓଡ଼ିଶା ଦକ୍ଷତା କନକ୍ଲେଭ୍-୨୦୨୩”

ଭୁବନେଶ୍ବର : 'ସ୍କିଲଡ୍-ଇନ୍-ଓଡିଶା' ବ୍ରାଣ୍ଡକୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟର ଯୁବକମାନଙ୍କୁ କେବଳ ଦେଶ ଭିତରେ ନୁହେଁ ବିଦେଶରେ ମଧ୍ୟ ନିଯୁକ୍ତି ଦେବା ପାଇଁ ଓଡିଶା ସରକାର "ନୂତନ ବିଶ୍ବ ପାଇଁ ଦକ୍ଷତା ବିକାଶ' ଥ୍ମ୍ ସହିତ ଚଳିତ ଏପ୍ରିଲ ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ…

ହନିଟ୍ରାପ କୁଇନ ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର: ହନିଟ୍ରାପ କୁଇନ ଅର୍ଚ୍ଚନା ନାଗକୁ ମିଳିଲା ଜାମିନ । ଆଜି ହାଇକୋର୍ଟ ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି । ଅର୍ଚ୍ଚାନଙ୍କୁ ନୟାପଲ୍ଲୀ ଥାନା ମାମଲାରେ ତାଙ୍କୁ ଜାମିନି ମିଳିଲା । ତେବେ ତଦନ୍ତରେ ସହଯୋଗ କରିବା ଏବଂ ବାହାରକୁ ନ ଯିବା ପାଇଁ କୋର୍ଟ ତାଙ୍କୁ…

ପୁଣି ଆରମ୍ଭ ହେଲା ବର୍ଷା ଓ ଅନୁଭବଙ୍କ ଭିତରେ ଆରୋପ-ପ୍ରତ୍ୟାରୋପ !

ମିଛ ଅପପ୍ରଚାର ହେଉଛି ଯଦି ତାହା ବିରୁଦ୍ଧରେ ଆପଣ ଓ ସମସ୍ତେ ନିହାତି ମୁହଁ ଖୋଲିବା ଦରକାର । ମୁଁ ମଧ୍ୟ ଏ ବିଷୟରେ ଏକମତ । ସେଥିପାଇଁ ଦୟାକରି ଏଇ କିଛି ସରକାରୀ ଦସ୍ତାବିଜ ବିରୁଦ୍ଧରେ ମୁହଁ ଖୋଲନ୍ତୁ । ଆଣପଙ୍କ ଜବାବର ଅପେକ୍ଷାରେ ମୁଁ ଆଉ ଓଡି଼ଶାବାସୀ । ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ।…

ରାଜଧାନୀରେ ତାତି ୪୦ ଟପିଲା, ଝାରସୁଗୁଡା ସର୍ବାଧିକ ଉତ୍ତପ୍ତ ସହର

ଭୁବନେଶ୍ୱର:କାଲିଠୁ ଆଜିର ତାତି ବଢିଲା । ଝାରସୁଗୁଡା, ଭୁବନେଶ୍ୱର ଏବଂ ସମ୍ବଲପୁରରେ ଆଜି ପାରଦ ୪୦ ଡିଗ୍ରୀ ଟପିଛି । ଆଜି ବି ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୦.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ମଙ୍ଗଳବାର ସାଢେ ୨ଟା ସୁଦ୍ଧା ରାଜ୍ୟର ସବୁଠୁ ଉତପ୍ତ ସହର ଥିଲା ଝାରସୁଗୁଡା ।…

ଟୁଇଟର ପେଜରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫଲୋ କଲେ ଏଲନ ମସ୍କ; ୟୁଜର୍ସ ପଚାରିଲେ ‘ଟେସଲା’ ଭାରତକୁ ଆସିବ କି ?

ନୂଆଦିଲ୍ଲୀ:ମାଇକ୍ରୋ ବ୍ଲଗିଂ ସାଇଟ ଟୁଇଟରର ମାଲିକ ହେବା ପରେ ଏଲନ ମସ୍କ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ଟୁଇଟରକୁ ହାତକୁ ନେବା ପରେ ଏବେ ସେ  ଏକାଧିକ ପରିବରର୍ତ୍ତନ ଆଣି ସାରିଲେଣି।  ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  ଟୁଇଟର ପେଜରେ ଫଲୋ କରି ପୁଣି ଥରେ ଚର୍ଚ୍ଚାକୁ…

ବିଶ୍ୱର ଏକ ନମ୍ବର ଟେନିସ ଖେଳାଳିଙ୍କ ଅଣ୍ଡରଓୟାର ଚୋରାଇ ନେଲେ ଫ୍ୟାନ୍ସ

ବେଜିଂ: ଅନେକ ସମୟରେ ଫ୍ୟାନ୍ସମାନଙ୍କ ପାଇଁ ସେଲିବ୍ରିଟିମାନେ ଅସୁବିଧାରେ ପଡିଥାନ୍ତି । ଅଜବ ଅଜବ ହରକତ କରନ୍ତି ଫ୍ୟାନ୍ସମାନେ । ହେଲେ ଫ୍ୟାନ୍ସ ଏଇ ଟେନିସ ପ୍ଲେୟାରଙ୍କୁ ଯେମିତି ହରକତ କରିଛନ୍ତି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।   ହୋଟେଲ ଭିତରେ ପଶି ଖେଳାଳି ରହୁଥିବା ରୁମରୁ…

ତ୍ୱରିତ ସ୍ୱାସ୍ଥ୍ୟସେବା ପାଇଁ ଆରମ୍ଭ ହେବା ଯୋଜନା “ଲକ୍ଷ୍ମୀ”, ଗୁରୁତର ରୋଗୀ ଓ ଆହତଙ୍କୁ ହସପିଟାଲ୍…

ଭୁବନେଶ୍ୱର : ଗୁରୁତର ରୋଗୀ କିମ୍ବା ଆହତ ବ୍ୟକ୍ତିଙ୍କୁ ଠିକଣା ସମୟରେ ଡାକ୍ତରଖାନାରେ ଆଣି ପହଞ୍ଚାଇବ ହେଲିକପ୍ଟର। ସଡ଼କପଥରେ ଅପଚୟ ହେଉଥିବା ମୂଲ୍ୟବାନ ସମୟକୁ ଭରଣା କରିବା ଲକ୍ଷ୍ୟରେ ରୋଗୀ ଏବଂ ଆହତଙ୍କୁ ଡାକ୍ତରଖାନା ପର୍ଯ୍ୟନ୍ତ ଆଣିବା ପାଇଁ ହେଲିକପ୍ଟର ଏମର୍ଜେନ୍ସି ମେଡିକାଲ…

ଆଇଏମଡିର ପୂର୍ବାନୁମାନ: ଏଥର ମୌସୁମୀ ବର୍ଷା ସ୍ୱାଭାବିକ ହେବ

ନୂଆଦିଲ୍ଲୀ:  ୨୦୨୩ରେ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । ଏ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବା ଅନୁଯାୟୀ, ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ଜୁନରୁ ସେପ୍ଟେମ୍ବର ମଧ୍ୟରେ ଦେଶରେ ବର୍ଷା…

ତାମିଲନାଡୁ ସରକାରଙ୍କୁ ସୁପ୍ରିମକୋର୍ଟ ଝଟ୍‌କା: ଆର୍‌ଏସ୍‌ଏସ୍ ରୁଟ୍‌ ମାର୍ଚ୍ଚକୁ ଦେଲେ ଅନୁମତି

ନୂଆଦିଲ୍ଲୀ: ତାମିଲନାଡୁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କକ ଝଟ୍‌କା। ଆର୍‌ଏସ୍‌ଏସ୍‌ର ରୁଟ୍ ମାର୍ଚ୍ଚ ବିରୋଧରେ ତାମିଲନାଡୁ ସରକାର କରିଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ମଡ୍ରାସ୍‌ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାଏମ ରଖିଛନ୍ତି। ସୂଚନା ଅନୁସାରେ, ତାମିଲନାଡୁରେ ୪୭…