ବିହାର ବିଧାନ ପରିଷଦରେ ସବୁଠାରୁ ବଡ ପାର୍ଟି ହେଲା ବିଜେପି
ପାଟନା: ବିହାର ବିଧାନ ପରିଷଦରେ ବିଜେପି ସବୁଠାରୁ ବଡ ପାର୍ଟି ହୋଇଛି । ଅପରପକ୍ଷରେ ବିହାରରେ ମହାଗଠବନ୍ଧନକୁ ଶକ୍ତ ଝଟକା ଲାଗିଛି । ୭୫ ସଦସ୍ୟ ବିଶିଷ୍ଟ ବିଧାନ ପରିଷଦରେ ବିଜେପି ୨୪ ଏବଂ ଜନତା ଦଳ ୟୁନାଇଟେଡ ୨୩ ସିଟ ପାଇଛନ୍ତି । ଗୁରୁବାର ବିହାର ବିଧାନ ପରିଷଦର ୫ଟି ଆସନର ଫଳ ପ୍ରକାଶ…