Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ସେବା ପୂଜାରେ ପୂଜକଙ୍କ ଲକ୍ଷଣ (୨)

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପୂଜକ /ଅର୍ଚ୍ଚକମାନଙ୍କ ପ୍ରକୃତି ବା ଲକ୍ଷଣ କିଭଳି ହେବା ଆବଶ୍ୟକ ଆମେ ସେହି ଆଲୋଚନା ଜାରି ରଖିଛେ। ସେହି ପରିପ୍ରେକ୍ଷୀରେ ଆମେ ଜାଣିଲେ ଜଣେ ପୂଜକ ବା ସେବକ ପ୍ରଥମେ…

୯୩ ବର୍ଷ ବୟସରେ ବୃଦ୍ଧଙ୍କୁ ମିଳିଲା ମତଦାନର ଅଧିକାର

ନୂଆଦିଲ୍ଲୀ: ୯୩ ବର୍ଷ ବୟସରେ ବୃଦ୍ଧଙ୍କୁ ମିଳିଲା ମତଦାନର ଅଧିକାର । ଛତିଶଗଡ କାଙ୍କେର ଜିଲ୍ଲା ଅନ୍ତର୍ଗତ ଭାନୁପ୍ରତାପପୁର ବିଧାନସଭା କ୍ଷେତ୍ରରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଛତିଶଗଡ ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟରେ ୨୦ଟି ସିଟ ପାଇଁ ମତଦାନ ହୋଇଛିି ।…

ମଦ ନିଶାରେ ବିଷଧର ସାପକୁ କାମୁଡିବାରୁ ଯୁବକଙ୍କ ମୃତ୍ୟୁ

ଉତ୍ତରପ୍ରଦେଶ: ସାପ ବିଷଧର ହେଉ କି ବିଷହୀନ । ସାପର ନାଁ ଶୁଣିଲେ ବି ଲୋକେ ଭୟ କରନ୍ତି । ସେଥିଲାଗି ଲୋକେ ସାପଠାରୁ ଦୂରେଇ ରହିବାକୁ ଚେଷ୍ଟା କରିଥାନ୍ତି । ହେଲେ ଏବେ ସୋସିଆଲ ମିଡ଼ିଆରେ ସାପକୁ ନେଇ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ । ଜଣେ ଯୁବକ…

ଅସହାୟଙ୍କ ପାଇଁ ସହାୟତାର ହାତ ବଢାଇଲେ ବ୍ୟକ୍ତି, ତିଆରି କଲେ ୯୯ ଘର

କାନାଡା : ଅସହାୟଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି କାନାଡ଼ାର ଜଣେ ବ୍ୟକ୍ତି । ଯେଉଁ ଅସହାୟ ଲୋକଙ୍କର ଘର ନାହିଁ ସେ ତାଙ୍କ ପାଇଁ ଘର ତିଆରି କରିଛନ୍ତି । ସବୁଠୁ ବଡ଼ କଥା ସେ ତାଙ୍କର ସଫ୍ଟୱେର କମ୍ପାନୀ ବିକ୍ରି କରି ସେହି ଟଙ୍କାରେ ଅସହାୟଙ୍କ ପାଇଁ ଘର ତୋଳିଛନ୍ତି । ତାଙ୍କର ଏପରି ଉଦ୍ୟମ…

ଅନୁପମା ଷ୍ଟାଇଲରେ ଦେଶବାସୀଙ୍କୁ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଛୋଟପରଦାରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ଅନୁପମା’ ଏବେ ଘରେ ଘରେ ବେଶ୍ ଲୋକପ୍ରିୟ । ଡେଲି ସୋପର ଡାଏଲଗ ଏବଂ କାହାଣୀ ଦର୍ଶକଙ୍କୁ ବହୁତ ଆକର୍ଷିତ କରିଥାଏ । ‘ଅନୁପମା’ର ଏପରି ଅନେକ ସଂଳାପ ଅଛି, ଯାହାକୁ ବ୍ୟବହାର କରି ମୁମ୍ବାଇ ପୋଲିସ ଜନସାଧାରଣଙ୍କୁ ନିବେଦନ କରିଛି ।…

ଚିରଞ୍ଜୀବୀଙ୍କ ସହ ରୋମାନ୍ସ କରିବେ ଐଶ୍ୱର୍ଯ୍ୟା

ମୁମ୍ବାଇ: ସାଉଥ ସୁପରଷ୍ଟାର ଚିରଞ୍ଜୀବୀଙ୍କ ସହ ରୋମାନ୍ସ କରିବେ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ଆଗକୁ ଆସୁଥିବା ଫିଲ୍ମରେ ଐଶ୍ୱର୍ଯ୍ୟା ଅଭିନେତାଙ୍କ ସହ ସ୍କ୍ରିନ୍ ସେୟାର କରିବେ । ଐଶ୍ୱର୍ଯ୍ୟାଙ୍କୁ ସିଲଭର ସ୍କ୍ରିନରେ ଦେଖିବାକୁ ତାଙ୍କ ପ୍ରଶଂସକମାନେ ବଡ ଉତ୍ସାହର ସହ…

ଅଷ୍ଟ୍ରେଲିଆକୁ ଏକାକୀ ସେମିଫାଇନାଲରେ ପଂହଚାଇଲେ ମ୍ୟାକ୍ସୱେଲ, ୮ମ ୱିକେଟରେ ୪୦ ବର୍ଷ ତଳର ରେକର୍ଡ ଭାଙ୍ଗିଲା

ୱାଙ୍ଖେଡ:ଚଳିତ ବିଶ୍ୱକପର ସବୁଠାରୁ ରୋମାଂଚକର ମୁକାବିଲାରେ ଅଷ୍ଟ୍ରେଲିଆ ୩ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ଏହି ମ୍ୟାଚରେ ଗ୍ଲେନ ମ୍ୟାକ୍ସୱେଲଙ୍କ ଦ୍ୱିଶତକୀୟ ଇନିଂସ ସର୍ବଦା ସ୍ମରଣୀୟ ହୋଇ ରହିବ । ୨୯୨ ରନର ଟାର୍ଗେଟକୁ ଅଷ୍ଟ୍ରେଲିଆ ୪୬.୫ ଓଭରରେ ହାସଲ କରି ନେଇଥିଲା । ଚେଜରେ…

ବିଦ୍ୟୁତ ତାରରେ ଲାଗିଲା ପ୍ରଚାର ରଥ, ଅଳ୍ପକେ ବର୍ତ୍ତିଲେ ଶାହ

ଜୟପୁର: ରାଜସ୍ଥାନରେ ପ୍ରଚାର ବେଳେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଜି (ମଙ୍ଗଳବାର) ଦିଡୱାନା ଜିଲ୍ଲାର ମାକ୍ରାନାରେ ପ୍ରଚାର ବେଳେ ବିଦ୍ୟୁତ ତାରରେ ଧକ୍କା ହୋଇଥିଲା ଶାହଙ୍କ ପ୍ରଚାର ରଥ । ଏହା ପରେ ଶାହଙ୍କୁ ରଥରୁ ଓହ୍ଲାଇ ଅନ୍ୟ ଏକ ଗାଡିକୁ…

ବାମ ହାତରେ ତୁଳସୀଙ୍କୁ ଜଳ ଅର୍ପଣ କଲେ ଅମିତାଭ, ଟ୍ରୋଲ କଲେ ପ୍ରଶଂସକ

ବମ୍ବେ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ । ପ୍ରତିଦିନ ସେ ନିଜର କିଛି ଫଟୋ ନଚେତ ଭିଡିଓ ସେୟାର କରି ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିଥାନ୍ତି । ହେଲେ ଏବେ ସେ ନିଜର ଏକ ଫଟୋକୁୁ ନେଇ ପ୍ରଶଂସକମାନେ ତାଙ୍କୁ ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି । ନିକଟରେ…

୨୦୨୪ ବର୍ଷ ପାଇଁ ଆସିଲା ରାଜ୍ୟ ସରକାରଙ୍କ ଛୁଟି ତାଲିକା, ମିଳିବ ୩୦ଟି ସରକାରୀ ଛୁଟି

ଭୁବନେଶ୍ୱର: ରାଜ୍ୟ ସରକାର ୨୦୨୪ କ୍ୟାଲେଣ୍ଡର ବର୍ଷ ପାଇଁ ଛୁଟି ତାଲିକା ଜାରି କରିଛନ୍ତି। ନିଜ କର୍ମଚାରୀଙ୍କ ପାଇଁ ସରକାରୀ ଛୁଟି ଏବଂ ଇଚ୍ଛାଧୀନ ଛୁଟି ତାଲିକା ପ୍ରକାଶ କରିଛନ୍ତି। ଏଥିରେ ବିଭିନ୍ନ ପୂଜା ପାର୍ବଣ ସହିତ ଜାତୀୟ ଦିବସ ଆଦିକୁ ମିଶାଇ ମୋଟ ୩୦ଟି ସରକାରୀ ଛୁଟି ରହିଛି। ଆଜି…