Latest Odisha News

BREAKING NEWS

ବିଜେପିକୁ ରାହୁଲଙ୍କ ପୁଣି ଟାର୍ଗେଟ୍ ! ପଚାରିଲେ; ଅଦାନୀଙ୍କ ସେଲ୍ କମ୍ପାନିରେ ୨୦ ହଜାର କୋଟି କାହାର ?

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ପୁଣିଥରେ ବିଜେପିକୁ ଟାର୍ଗେଟ କରିଛନ୍ତି । ଆଉ ସେହି ସମାନ ପ୍ରଶ୍ନ ପୁଣିଥରେ ଦୋହରାଇଛନ୍ତି । ମାନେ, ଅଦାନୀଙ୍କ ସେଲ୍ କମ୍ପାନିରେ ୨୦ ହଜାର କୋଟି କାହାର? କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ନେଇ ଏଆଇସିସି କାର୍ଯ୍ୟାଳୟରେ ସିଇସି…

ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାଁ ବଦଳାଇଲା ଚୀନ

ନୂଆଦିଲ୍ଲୀ: ଏଲଏସିକୁ ନେଇ ଚୀନ ଓ ଭାରତ ମଧ୍ୟରେ ତିକ୍ତତା ଲାଗି ରହିଥିବା ବେଳେ ଡ୍ରାଗନ ତା ମାନଚିତ୍ରରେ ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାମ ପରିବର୍ତ୍ତନ କରିଛି । ଗତ ୫ ବର୍ଷ ମଧ୍ୟରେ ଚୀନ ତିନିଥର ଏଭଳି ନାଁ ପରିବର୍ତ୍ତନ କଲାଣି । ଏହା ପୂର୍ବରୁ ୨୦୨୧ରେ ଚୀନ ୧୫ଟି ସ୍ଥାନର ନାଁ…

ସମର୍ଥ ହତ୍ୟା ଘଟଣା:  ପୁଲିସ୍ ରିମାଣ୍ଡରେ ଥିବା ମୁଖ୍ୟ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ

ଝାରସୁଗୁଡା: ନାବାଳକ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅମିତ ଶର୍ମା ପୋଲିସ ରିମାଣ୍ଡରେ ଥିବାବେଳେ ଆତ୍ମହତ୍ୟା ଉଦ୍ୟମ କରିଛି । ସେ ନିଜ ହାତ କାଟି ଦେଇଥିବା ପୋଲିସ କହିଛି । ଉପସ୍ଥିତ ପୋଲିସ ଅମିତଙ୍କୁ ରକ୍ତାକ୍ତ ଅବସ୍ଥାରେ ଜିଲ୍ଲା ମୁଖ୍ୟ…

ପୁଞ୍ଜି ସଂଗ୍ରହ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ନେଇ ବର୍ଷିଲେ ବିଜୟ

ଭୁବନେଶ୍ବର : ପୁଞ୍ଜିନିବେଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତକୁ ନେଇ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ବିଜୟ ପଚାରିଛନ୍ତି, ବିଦେଶ ଭ୍ରମଣ ଫଳରେ ୨୦୧୬ରୁ ଆଜି ପର୍ଯ୍ୟନ୍ତ କେତେ ପୁଞ୍ଜି ଆସିଛି । ଏଥିସହ ସେ…

ଗୋଟିଏ ଝଟକାରେ ଏଲନ ମସ୍କ ହରାଇଲେ ଅଦାନୀଙ୍କଠାରୁ ୬ ଗୁଣ ଅଧିକ ସମ୍ପତ୍ତି

ନୂଆଦିଲ୍ଲୀ: ଶେୟାର ମାର୍କେଟରେ ବିଶ୍ୱର ପ୍ରମୁଖ ଅଟୋ କମ୍ପାନୀ ଟେସଲା ମୂଲ୍ୟ ହ୍ରାସ ପାଉଛି । ସୋମବାର ଶେୟାର ମାର୍କେଟରେ  ଟେସଲାର ମୂଲ୍ୟ ୬.୧୨ ପ୍ରତିଶତ ହ୍ରାସ ପାଇଥିଲା । ଏହା ପରେ ଟେସଲାର ସିଇଓ ଏଲନ ମସ୍କଙ୍କ ନେଟୱର୍ଥ  ୯.୦୫ ଅରବ ଡଲାର ଅର୍ଥାତ ୭୪. ୪୦୩ କୋଟି ଟଙ୍କା ହ୍ରାସପାଇଛି…

ପୁଷ୍ପା ୨ର ଶୁଟିଂ ହଠାତ ରୋକିଲେ ନିର୍ଦ୍ଦେଶକ ସୁକୁମାର

ମାଡ୍ରାସ: ୨୦୨୧ରେ ରିଲିଜ ହୋଇଥିବା ଅଲ୍ଲୁ ଅର୍ଜୁନ, ରଶ୍ମିକା ମାନ୍ଦାନାଙ୍କ ପୁଷ୍ପା ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରିଥିଲା । ଦର୍ଶକମାନେ ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲକୁ ବେଶ ପସନ୍ଦ କରିଥିଲେ । ଏହାର ପାର୍ଟ ୨ ଘୋଷଣା ହେବା ପରେ ପ୍ରଶଂସକମାନେ ବେଶ ଉତ୍ସାହିତ ହୋଇ ପଡିଥିଲେ । ଏବେ ଏ ଭଳି…

ସ୍ୱଳ୍ପ ଗଳ୍ପ : ଗୋଟିଏ ଏପ୍ରିଲ ଫୁଲକୁ ନେଇ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୨ ଗୋଟିଏ ମଜା କଥା ତ । ଦେଖାଯାଉ ଶେଷକୁ ଇଏ କ'ଣ ? ଊଣେଇଶ ଏକୋଇଶ ମସିହାର ଏପ୍ରିଲ୍ ପହିଲା ଦିନ ଜର୍ମାନୀର ବିଶିଷ୍ଟ ସମ୍ବାଦ ପତ୍ର "ଲିଡୋଭେ ନୋମିନି"ରେ ଗୋଟିଏ ଖବର ପ୍ରମୁଖ ଭାବରେ ପ୍ରକାଶିତ ହୋଇ ଥିଲା । ଦେଖିବାକୁ ଗଲେ…

ଝାରସୁଗୁଡା ଉପନିର୍ବାଚନ ପରିଚାଳନା ପାଇଁ ୩ ନେତାଙ୍କୁ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର:ଝାରସୁଗୁଡା ଉପ ନିର୍ବାଚନ ପାଇଁ ପାଗ ଭିଡିଲେଣି ତିନି ପ୍ରମୁଖ ଦଳ । ତେବ ସବୁଠାରୁ ଆଗରେ ରହିଛି ବିଜେଡି । ପ୍ରଥମେ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ଏବେ ନିର୍ବାଚନ ପରିଚାଳନା ପାଇଁ  ତିନି ଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି ଦଳ ।   ଏହି ତିନି…

ଆତଙ୍କବାଦୀ ଗ୍ରୁପ ଦି ରେଜିଷ୍ଟେନ୍ସ ଫ୍ରଂଟ ୩୦ ଆରଏସଏସ ନେତାଙ୍କୁ ଟାର୍ଗେଟ କରିବା ପାଇଁ ଜାରି କଲା ସୂଚୀ

ନୂଆଦିଲ୍ଲୀ: ଆତଙ୍କବାଦୀ ଗ୍ରୁପ ଦି ରେଜିଷ୍ଟେନ୍ସ ଫ୍ରଂଟ ମଙ୍ଗଳବାର ଜମ୍ମୁ-କଶ୍ମୀରର ୩୦ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ନେତାଙ୍କୁ ଟାର୍ଗେଟ କରିବା ପାଇଁ ସୂଚୀ ଜାରି କରିଛି । ଏହି ନେତାଙ୍କୁ ହତ୍ୟା କରିବା ପାଇଁ ଏହି ସଂଗଠନ ଧମକ ଦେଇଛି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।…

ଓଡ଼ିଶାରେ ନର୍ସିଂ ପାଠ ପଢ଼ିବାକୁ ହେଲେ ଏଣିକି ଦେବାକୁ ହେବ ନିଟ୍ ପ୍ରବେଶିକା ପରୀକ୍ଷା

ଭୁବନେଶ୍ବର : ଡାକ୍ତରୀ ଶିକ୍ଷା ଭଳି ଏବେ ନର୍ସିଂ ପାଠ ପଢିବା ପାଇଁ ଦେବାକୁ ପଡ଼ିବ ଜାତୀୟ ସ୍ତରରେ ହେଉଥିବା ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ୍ (ନିଟ୍) । ଓଡ଼ିଶାରେ ମଧ୍ୟ ନର୍ସିଂ ପାଠ ପଢ଼ିବାକୁ ଇଚ୍ଛା କରୁଥିବା ଛାତ୍ରଛାତ୍ରୀଙ୍କୁ ଏଣିକି ଦେବାକୁ ହେବ ନିଟ୍ ପରୀକ୍ଷା।…