କ୍ରିକେଟର ସୁରେଶ ରାଇନାଙ୍କ ପିଉସୀଙ୍କ ହତ୍ୟାକାରୀକୁ ଏନ୍କାଉଣ୍ଟର କଲା ୟୁପି ପୁଲିସ୍
ଲକ୍ଷ୍ନୌ: ୨୦୨୦ରେ କ୍ରିକେଟର ସୁରେଶ ରାଇନାଙ୍କ ପିଉସା, ପିଉସୀ ଓ କକା ପୁଅ ଭାଇଙ୍କୁ ହତ୍ୟା କରିଥିବା ଅପରାଧିକୁ ଏନ୍କାଉଣ୍ଟର କଲା ଉତ୍ତର ପ୍ରଦେଶର ମୁଜାଫରନଗର ପୁଲିସ। ଏହି ହତ୍ୟାକାଣ୍ଡରେ ସାମିଲ୍ ଥିବା ଅପରାଧୀ ରଶିଦ୍ ଓରଫ ସିପହିୟା ଓରଫ ଚଲ୍ତା ଫିର୍ତା ଉପରେ ପୂର୍ବରୁ ଉତ୍ତର ପ୍ରଦେଶ…