ଆଇପିଏଲରେ ଧୋନୀ ହେଲେ ବୟୋଜ୍ୟେଷ୍ଠ ଅଧିନାୟକ
ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗର ୧୬ତମ ସଂସ୍କରଣ ଅହମ୍ମଦାବାଦରେ ଆରମ୍ଭ ହୋଇଯାଇଛି । ଗୁଜରାଟ ଟାଇଟନ୍ସ ବିଜୟ ମ୍ୟାଚ ପାଇଁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପଡିଆରେ ପାଦ ଦେବା ମାତ୍ରେ ଏକ ନୂତନ ରେକର୍ଡର ଅଧିକାରୀ ହୋଇଛନ୍ତି । ଧୋନୀ ଆଇପିଏଲରେ ସବୁଠାରୁ…