ଚାଷ ବିଲରେ କାମ କରିବା ବେଳେ ବଜ୍ରପାତ, ୪ ମହିଳା ଗୁରୁତର
ସୁବର୍ଣ୍ଣପୁର: ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଗ୍ରାମରେ ଆଜି ଅପରାହ୍ନ ପ୍ରାୟ ୪ଟା ରେ ଚାଷ ବିଲରେ କାମ କରୁଥିବା ସମୟରେ ଅଚାନକ ବଜ୍ରପାତ ହୋଇଥିଲା। ସେହି ବଜ୍ରାଘାତରେ ୪ ଜଣ ମହିଳା ଗୁରୁତର ହୋଇଛନ୍ତି। ଯାହା ଫଳରେ ସମସ୍ତେ ଗୁରୁତର ଅବସ୍ଥାରେ ଅଚେତ ହୋଇ ଯାଇଥିଲେ।
ପରେ ଗାଁ ଲୋକଙ୍କ…