ମାର୍ଚ୍ଚ ୩୦ରେ ଅଜୟଙ୍କ ଡ଼ବଲ ଧମାକା: ରିଲିଜ୍ ହେବ ଫିଲ୍ମ ‘ଭୋଲା’ , ‘ମଇଦାନ’ର ଟିଜର
ମୁମ୍ବାଇ; ବଲିଉଡ ଅଭିନେତା ଅଜୟ ଦେବଗନ ତାଙ୍କର ଆଗାମୀ ଫିଲ୍ମ ‘ଭୋଲା' କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତିି । ଫିଲ୍ମର ଟ୍ରେଲର ପ୍ରଶଂସକଙ୍କ ମଧ୍ୟରେ ବହୁ ଲୋକପ୍ରିୟତା ହାସଲ କରିଛି । ଏବେ ଲୋକମାନେ ଉତ୍ସାହର ସହିତ ଫିଲ୍ମର ରିଲିଜକୁ ଅପେକ୍ଷା କରିଛନ୍ତି । ଏବେ ଅଜୟ ତାଙ୍କ ପ୍ରଶଂସକଙ୍କ ସହ ଆଉ…