କିପରି ସୁସ୍ଥ ରଖିବେ ହାର୍ଟ ? ହାର୍ଟ ଆଟାକ୍ ରୋକିବାକୁ ଆପଣାନ୍ତୁ ଏହି ଟିପ୍ସ
ନୂଆଦିଲ୍ଲୀ : ଆଜିର ଯୁଗରେ ହୃଦ୍ରୋଗର ଆଶଙ୍କା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ହୃଦରୋଗରେ ପ୍ରାୟ ସବୁ ବୟସର ଲୋକମାନେ ଶିକାର ହେଉଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ହୃଦ୍ରୋଗ ଯୋଗୁଁ ପ୍ରତିବର୍ଷ ପ୍ରାୟ ୧.୭୯ କୋଟି ଲୋକ ମୃତ୍ୟୁବରଣ…