Latest Odisha News

BREAKING NEWS

କରଦାତାଙ୍କୁ ଆଶ୍ୱସ୍ତି: ପୁଣି ଘୁଞ୍ଚିଲା ପାନ-ଆଧାର ଲିଙ୍କ

ନୂଆଦିଲ୍ଲୀ: କରଦାତାମାନଙ୍କୁ ମିଳିଲା ଆଶ୍ୱସ୍ତି । ପାନ-ଆଧାର ଲିଙ୍କ କରିବା ଡେଡ ଲାଇନ ପୁଣି ବଢିଛି । ଏଥିପାଇଁ ମାର୍ଚ୍ଚ ୩୧ ତାରିଖ ଡେଡ ଲାଇନ ଦିଆଯାଇଥିଲା । ହେଲେ ଏହାର ସମୟସୀମା ଆହୁରି ୩ ମାସ ବଢାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏବେ ଆପଣ ଜୁନ ୩୧ ତାରିଖ ଭିତରେ ପାନ-ଆଧାର ଲିଙ୍କ…

ବଲିଉଡର ମୁଖା ଖୋଲିଲେ ଦେଶୀ ଗର୍ଲ: ଆଣିଲେ ସାଂଘାତିକ ଅଭିଯୋଗ

ମୁମ୍ବାଇ:ବଲିଉଡର ମୁଖା ଖୋଲିଲେ ଦେଶୀ ଗର୍ଲ । କହିଲେ ବଲିଉଡରେ ରାଜନୀତି ଚାଲିଛି । ଏପରି ରାଜନୀତିରେ ସେ ଥକି ଗଲେଣି । ବର୍ଷ ବର୍ଷ ଧରି ବଲିଉଡ ବିରୋଧରେ ଚାଲି ଆସୁଥିବା ସଙ୍ଗୀନ ଅଭିଯୋଗ ସତ ବୋଲି କହିଲେ ପ୍ରିୟଙ୍କା ଚୋପ୍ରା । ଏହି ରାଜନୀତି ପାଇଁ ସେ ବଲିଉଡ ଛାଡିଛନ୍ତି ବୋଲି…

ଉମେଶ ପାଲ୍ ଅପହରଣ ମାମଲାରେ ଗ୍ୟାଙ୍ଗଷ୍ଟର ଅତିକ ଅହମଦକୁ ଆଜୀବନ ସଜ୍ଜା

ପ୍ରୟାଗରାଜ: ୨୦୦୬ ଉମେଶ ପାଲ୍ ଅପହରଣ ମାମଲାରେ ୟୁପିର ଗ୍ୟାଙ୍ଗଷ୍ଟର ଅତିକ ଅହମଦ, ଦିନେସ ପାସୀ ଓ ସୌଲତ ହନିଫକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏଥିସହ ଏମପି/ଏମଏଲ୍ଏ ସମସ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ୩ ଅଭିଯୁକ୍ତଙ୍କୁ ୧ ଲକ୍ଷ ଲେଖାଏ ଜରିମାନା କରିଛନ୍ତି…

ମୋଦିଙ୍କୁ ଟାର୍ଗେଟରେ ରଖିଥିଲେ ରାହୁଲ, ତେଣୁ ଦେଶରୁ ବିଦେଶ ସବୁଠି ମିଛ କହୁଥିଲେ-ସ୍ମୃତି ଇରାନୀ

ନୂଆଦିଲ୍ଲୀ: ମୋଦି ସାଂଜ୍ଞାକୁ ନେଇ ରାହୁଲ ଗାନ୍ଧୀ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ଏବେ ରାଜନୀତି ସରଗମର ହୋଇପଡିଛି । କୋର୍ଟଙ୍କ ଦଣ୍ଡାଦେଶ ପରେ ରାହୁଲଙ୍କ ସଦସ୍ୟତା ରଦ୍ଦ ହେବା ପରେ ସରକାରୀ ବାସଭବନ ଛାଡିବା ପାଇଁ ବି ନୋଟିସ ଦିଆଯାଇଛି…

୩ ମାସରେ ୨୪ ହଜାର ଥର ଜଳିଲାଣି ଜଙ୍ଗଲ

ଭୁବନେଶ୍ୱର: ଖରା ଆସିଲେ ପ୍ରତିବର୍ଷ ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଛି । ଫଳରେ ଜଳି ଯାଉଛି ହେକ୍ଟର ହେକ୍ଟର ଜଙ୍ଗଲ । ଜଙ୍ଗଲ ନିଆଁ ନେଇ ବିଧାନସଭାରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ପ୍ରଶ୍ନ କରିଥିବା ବେଳେ ୨୦୧୯ରୁ ୨୦୨୩ ମାର୍ଚ୍ଚ ୨୨ ତାରିଖ ସୁଦ୍ଧା କେତେ ଜଙ୍ଗଲରେ ନିଆଁ ଲାଗିଛି…

ଗତ ୧୦ ବର୍ଷ ରାଜ୍ୟରେ ମରିଛନ୍ତି ୬ ମହାବଳ ବାଘ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜଙ୍ଗଲରେ ମହାବଳ ବାଘଙ୍କ ସହ କଲରାପତରିଆ ପ୍ରଜାତିର ବାଘ ରହିଛନ୍ତି । ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ସଂସ୍ଥା (NTCA)ଙ୍କ ଦ୍ୱାରା ୨୦୧୮ରେ ପ୍ରକାଶିତ ଆକଳନ ଅନୁସାରେ, ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ଏବେ ୨୮ଟି ମହାବଳ ବାଘ ଏବଂ ୭୬୦ଟି କଲରାପତରିଆ ବାଘ…

ସେନାର ୬୫୩ ଗୁଳି ହଜିଗଲା, ସହରକୁ ଲକଡାଉନ କରିଦେଲେ କିମ ଜୋଙ୍ଗ

ନୂଆଦିଲ୍ଲୀ: ଉତର କୋରିଆରୁ ଏକ ଆଶ୍ଚର୍ଯ୍ୟଜନକ ଖବର ହସ୍ତଗତ ହୋଇଛି । ରେଡିଓ ଫ୍ରି ଏସିଆ ରିପୋର୍ଟ ଅନୁସାରେ ଏଠାକାର ସୈନିକଙ୍କ ୬୫୩ ଗୁଳି ହଜି ଯାଇଥିଲା । ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନଙ୍କ ନିର୍ଦ୍ଦେଶ ଅନୁସାରେ ରିୟାଙ୍ଗଗ୍ୟାଙ୍ଗର ହେସନ ସହରକୁ ସମ୍ପୂର୍ଣ୍ଣ ଭାବେ ଲକଡାଉନ କରାଯାଉଛି ।…

ସୋସିଆଲ ମିଡିଆରେ ପିଲାଙ୍କ ଫଟୋ ପୋଷ୍ଟ କରିପାରିବେନି ବାପା-ମା’: ଆସୁଛି କଡା ନିୟମ

ନୂଆଦିଲ୍ଲୀ:ପିଲାମାନଙ୍କ ସଫଳତା ବାପା-ମା’ଙ୍କ ଜୀବନର ସର୍ବଶ୍ରେଷ୍ଠ ଖୁସି ଭରିଦେଇଥାଏ । ପିଲାଙ୍କ ପ୍ରଶଂସାରେ ଜୀବନର ସବୁ କଷ୍ଟର ମୂଲ୍ୟ ସେମାନେ ପାଇଥାନ୍ତି । ତେଣୁ ପିଲା ଭଲ ଗୀତଟିଏ ଗାଉ ବା ଭଲ ପୋଜରେ ଫଟୋଟିଏ ଉଠାଉ..ଏହାକୁ ସୋସସିଆଲ ମିଡିଆରେ ସେୟାର କରିଦିଅନ୍ତି ବାପା-ମା । ସେଥିରେ…

ପୁସ୍ତକ ପରିଚୟ : ଓଡ଼ିଶା କା ଇତିହାସ

ରାଜକିଶୋର ମହାପାତ୍ରଙ୍କ ସମୀକ୍ଷା  ଓଡ଼ିଶା କା ଇତିହାସ ନିର୍ମଳାବାଳା ମିଶ୍ର ଓ ରବି ଶତପଥି ପ୍ରଥମ ପ୍ରକାଶ - ୨୦୨୨, ବିଜୟିନୀ ପବ୍ଲିକେଶନ, ଶଙ୍କରପୁର, କଟକ ପୃଷ୍ଠା ‐ ୩୨୮, ମୂଲ୍ୟ ‐ ଟ୪୦୦/- ଇତିହାସ କହିଲେ ଆମେ ସାଧାରଣ ଅର୍ଥରେ ଯାହା ବୁଝୁ ତା' ହେଲା "ଅତୀତରେ ଘଟି…

ସ୍ୱଳ୍ପ ଗଳ୍ପ : ତକିଆ ତଳର ବହି

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୧ କାହାକୁ ଏଇଠି କିଛି ବୁଝାଇବାର ଆବଶ୍ୟକତା ପଡିବ ନାହିଁ ଯେ ଜଣକର ତକିଆ ତଳରେ ଯେଉଁ ବହିଟି ସାଧାରଣତଃ ରହିଥାଏ ତାହା ତାହାର ଅତ୍ୟନ୍ତ ପ୍ରିୟତମ ବହି। ତାହା କେବଳ ପ୍ରିୟତମ ନୁହଁ ସବୁଠୁ ଗୋପନୀୟ ବି। ନିଜର ବିଶ୍ରାମ କାଳରେ ବି…