ରିଲିଜ ହେଉ ହେଉ ଅନ୍ଲାଇନରେ ଲିକ୍: ଚିନ୍ତାରେ ପ୍ରଯୋଜନା ସଂସ୍ଥା
ମୁମ୍ବାଇ: ବଲିଉଡ଼ ଫିଲ୍ମ ‘ଭିଡ଼୍’ ଗତ ୨୪ ତାରିଖରେ ମୁକ୍ତିଲାଭ କରିଛି । ଅଭିନେତା ରାଜକୁମାର ରାଓ ଏବଂ ଭୂମି ପେଡନେକରଙ୍କ ଅଭିନୀତ ଫିଲ୍ମ ପୂର୍ବ ଘୋଷଣା ଅନୁସାରେ ମୁକ୍ତିଲାଭ ମଧ୍ୟ କରିଛି । କିନ୍ତୁ ଏହାକୁ ନେଇ ଏହାର ପ୍ରଯୋଜକଙ୍କୁ ଝଟକା ଲାଗିଛି । କାରଣ ମୁକ୍ତିଲାଭ କରିବାର କିଛି ଘଣ୍ଟା…