Latest Odisha News

BREAKING NEWS

ଓସଜା ପୁରସ୍କାର: ‘ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ୨୦୩୬ ଅଲିମ୍ପିକ୍ସରେ ଓଡ଼ିଶା ଖେଳାଳି ଜିତନ୍ତୁ ବ୍ୟକ୍ତିଗତ…

ଭୁବନେଶ୍ୱର: ଓଡ଼ିଶାରେ କ୍ରୀଡ଼ାର ସର୍ବବିଧ ଉନ୍ନତି ସହ ଖେଳ ଓ ଖେଳାଳିଙ୍କ ବିକାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ କାର୍ଯ୍ୟକାରୀ ହେଉଛି । ଆଗାମୀ ୨୦୩୬ ମସିହାରେ ଭାରତରେ ଅନୁଷ୍ଠିତ ହୋଇପାରେ ଅଲିମ୍ପିକ କ୍ରୀଡ଼ା । ଦେଶରେ ଅଲିମ୍ପିକ ହେଉଥିଲା ବେଳେ ସେଥିରେ ବ୍ୟକ୍ତିଗତ ମେଡାଲ…

ଟ୍ରେନ୍ ରହଣୀ ଦାବିରେ ୨୩ରେ ବେଲପାହାଡ଼ରେ ରେଳରୋକ

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲାର ବେଲପାହାଡ଼ ରେଳ ଷ୍ଟେସନରେ ଟ୍ରେନ୍ ରହଣୀ ଦାବି କରି ଆସନ୍ତା ୨୩ ତାରିଖ ରେଳରୋକ କରାଯିବ । ୨୩ ତାରିଖ ସକାଳ ୭ଟାରୁ ରେଳ ରୋକ ଆନ୍ଦୋଳନ ଆରମ୍ଭ ହୋଇ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଚାଲିବ । କେବଳ ରେଳ ରୋକ କରାଯିବ ନାହିଁ, ରେଳବାଇର ଅର୍ଥନୈତିକ ଅବରୋଧ…

ଭୂକମ୍ପରେ ଥରିଲା ଦିଲ୍ଲୀ ଏନସିଆର:ତୀବ୍ରତା ୬.୬

ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀ ଏନସିଆର । ଏନସିଆରର କେତେକ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳର ଲୋକ ଏହାକୁ ଅନୁଭବ କରିଛନ୍ତି । ଗତକିଛି ଦିନ ଧରି ଏକାଧିକ ବାର ଭୂକମ୍ପର ଝଟକା ଅନୁଭବ କରିବା ପରେ ଆଜି ଲୋକେ ଭୟଭୀତ ହୋଇ ପଡିଛନ୍ତି । ବେଶ କିଛି…

ମୁଖ୍ୟମନ୍ତ୍ରୀ ସତ୍ୟର ସାମ୍ନା କରନ୍ତୁ ଏବଂ ଓଡ଼ିଶାବାସୀଙ୍କୁ ସତ କୁହନ୍ତୁ: ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର: ବିରୋଧୀଙ୍କ ସବୁ ଅଭିଯୋଗର ଜବାବ ମୁଖ୍ୟମନ୍ତ୍ରୀ ରଖିବା ପରେ କାଉଣ୍ଟର କରିଛନ୍ତି ବିରୋଧୀ ଦଳ ନେତା ଜୟନରାୟଣ ମିଶ୍ର । ଜୟ ନାରାୟଣ କହିଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆଜି ଗଣମାଧ୍ୟମରେ ଯେଉଁ ବିବୃତ୍ତି ଦେଇଛନ୍ତି ବୋଧହୁଏ ସେ ଗତକାଲି ନିଜ ଗୃହ ବିଭାଗ ଦ୍ୱାରା ଆଗତ ହୋଇଥିବା…

୩୬ ହଜାର ଫୁଟ ଉଚ୍ଚରେ ଉଡ଼ୁଥିବା ବିମାନରେ ନାଚିଲେ ନବଦମ୍ପତ୍ତି

କୁହାଯାଏ, ବିବାହ ହେଉଛି ରୀତିନୀତି ଏବଂ ନୂତନ ସମ୍ପର୍କ ଯୋଡ଼ିବାର ଏକ ମହାର୍ଘ୍ୟ ମାଧ୍ୟମ । ଭାରତୀୟ ପରମ୍ପରାରେ ଏହାର ସ୍ୱତନ୍ତ୍ର ସ୍ଥାନ ରହି ଆସିଛି । କିନ୍ତୁ ବର୍ତ୍ତମାନ ସ୍ଥିତିରେ ବିବାହ ଏକପ୍ରକାର ଫ୍ୟାଶନେବୁଲ ହୋଇଯାଇଛି । ବିବାହ ଆୟୋଜନ ଓ ଥାଟବାଟ୍‌ରେ ଅନ୍ୟମାନଙ୍କ ସହ…

ଲୁଚି ଲୁଚି ଅନ୍ୟ ଦେଶରେ ପୋଲିସ ଥାନା ବସାଉଛି ଚୀନ; ଏହିସବୁ ଦେଶରେ କରୁଛି ଗୁଇନ୍ଦାଗିରି

ବେଜିଂ: ସାରା ବିଶ୍ୱରେ ନିଜର ଉପସ୍ଥିତି ଜାହିର କରିବା ଲାଗି ଚୀନର ନୂଆ କସରତ । ବିଶ୍ୱର ୫୩ଟି ଦେଶରେ ଚୀନ ଖୋଲିଛି ୧୦୨ଟି ପୋଲିସ ଷ୍ଟେଶନ । ସେପ୍ଟେମ୍ବର ୨୦୨୨ରେ ସ୍ପେନର ନାଗରିକ ଅଧିକାର ସମୂହ ଏକ ରିପୋର୍ଟରେ ଖୁଲାସା କରିଥିଲେ ଯେ ଚୀନ ଏକାଧିକ ଦେଶରେ ଓଭରସିଜ ପୋଲିସ ଷ୍ଟେଶନର ସ୍ଥାପନା…

ନିଦ୍ରା ଜନିତ ରୋଗ ପାଇଁ କିମ୍‍ସରେ ସ୍ଲିପ୍‍ ଲ୍ୟାବ୍‍

ଭୁବନେଶ୍ୱର: ପରିବର୍ତ୍ତିତ ଜୀବନଶୈଳୀ, କାମଚାପ, ଅଧିକ ସମୟ ମୋବାଇଲ ଫୋନ୍, କମ୍ପ୍ୟୁଟର ଆଦି ବ୍ୟବହାର କରିବା ଦ୍ୱାରା ରାତିରେ ଠିକ୍ ଭାବେ ନିଦ ଆସି ନ ଥାଏ । ଯାହା ଦ୍ୱାରା ସାରା ଦିନ ଥକିବା ଭଳି ଅନୁଭବ ହୋଇଥାଏ । ତେବେ କିଛି ଲୋକ ଏହାକୁ ସାଧାରଣ ସମସ୍ୟା ବେଲି ଭାବି ଅଣଦେଖା କରିଥାନ୍ତି ।…

ପ୍ରଥମ ଥର ଆୟୋଜିତ ହେଲା ‘ହରର ଫିଲ୍ମ ଫେଷ୍ଟିଭାଲ’

ମୁମ୍ବାଇ: ପ୍ରଥମ ଥର ପାଇଁ ମୁମ୍ବାଇରେ ଆୟୋଜିତ ହୋଇଛି ହରର ଫିଲ୍ମ ଫେଷ୍ଟିଭାଲ । ଏଥିରେ ଦେଶ ତଥା ବିଦେଶରୁ ମୋଟ ୨୩ଟି ଫିଲ୍ମ ପ୍ରଦର୍ଶିତ ହୋଇଛି । ଏହାକୁ ୩ ବର୍ଗରେ ବିଭକ୍ତ କରାଯାଇଥିଲା । ପ୍ରତ୍ୟେକ ବର୍ଗରୁ ଗୋଟିଏ ଲେଖାଏଁ ଶ୍ରେଷ୍ଠ ଫିଲ୍ମ ଚୟନ କରାଯାଇଥିଲା । ପ୍ରଥମ କ୍ୟାଟୋଗୋରୀରେ…

ନବଙ୍କ ହତ୍ୟାର ତଦନ୍ତ ନେଇ ବର୍ଷିଲେ ନବୀନ, କହିଲେ ‘ହୀନ ରାଜନୀତି କରୁଛନ୍ତି ବିରୋଧୀ’

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପରେ ବିରୋଧୀ ବିଜେପି ରାଜ୍ୟରେ ଆଇନ୍ ଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ଅଭିଯୋଗ କରିଛନ୍ତି । ଯାହାକି ଶାନ୍ତିପ୍ରିୟ ଓଡ଼ିଶାବାସୀଙ୍କ ପ୍ରତି ଅନ୍ୟାୟ ଓ ଅପମାନବୋଧକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି,…