Latest Odisha News

BREAKING NEWS

ପଖାଳ ଦିବସ ପାଳିଲେ ଓଡ଼ିଆ ନେତା ଓ କର୍ମୀ, ସୋସିଆଲ ମିଡିଆରେ ଶୁଭେଚ୍ଛା ଓ ଫୋଟୋ ପୋଷ୍ଟ୍

ଭୁବନେଶ୍ୱର : ବିଶ୍ୱ ପଖାଳ ଦିବସ ଅବସରରେ ଗାଁଠୁ ସହର, ପ୍ରଦେଶରୁ ପ୍ରବାସୀ ଓଡ଼ିଆଙ୍କ ଯାଏଁ, ସବୁଠି ହୋଇଛି ପଖାଳ ଖିଆର ଆୟୋଜନ । ଓଡ଼ିଆଙ୍କ ପ୍ରିୟ ପଖାଳ କଂସା ପାଖରେ ଆଜି ଦେଖିବାକୁ ମିଳିଛି ଭଳିକିଭଳି ସୁସ୍ବାଦୁ ଖାଦ୍ୟର ପସରା, ଏସବୁ ଭିତରେ ପଲିଟିକାଲ ପଖାଳକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ।…

ତୁର୍କୀରେ ୬୧ ଦିନ ଟ୍ରେନିଂ ନେବେ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଭାରତର ନୀରଜ ଚୋପ୍ରା ଆଗାମୀ ଆନ୍ତର୍ଜାତୀୟ ଇଭେଂଟ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ସେ ତୁର୍କୀର ଗ୍ଲୋରିଆ ସ୍ପୋର୍ଟ୍ସ ଆରେନାରେ ପ୍ରଶିକ୍ଷଣ ନେବେ । ୨୫ ବର୍ଷୀୟ ଏହି ଷ୍ଟାର ଜାଭେଲିନ ଥ୍ରୋୟର ୬୧ ଦିନ ଧରି ଏଠାରେ…

ଆମ ହସ୍ପିଟାଲ ଯୋଜନା, ପ୍ରକଳ୍ପର ପ୍ରଶାସନିକ ଅନୁମୋଦନ ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ 5T ନୀତି ଅନୁସାରେ ପ୍ରଣିତ ଆମ ହସ୍ପିଟାଲ ଯୋଜନା ଅନ୍ତର୍ଭୁକ୍ତ ହସ୍ପିଟାଲ ଗୁଡ଼ିକର ରୂପାନ୍ତରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଆରୋପ କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ପ୍ରକଳ୍ପର…

ସୋଆରେ ଦୁଇ ଦିନ ଧରି ଚାଲିଥିବା ଷ୍ଟାର୍ଟଅପ୍ କନ୍‌କ୍ଲେଭ୍ ଉଦ୍‌ଯାପିତ

ଭୁବନେଶ୍ୱର: କୃଷକମାନଙ୍କୁ ଜଳବାୟୁ ପରିବର୍ତ୍ତନ ସହିତ ତାଳ ଦେଇ କୃଷି କାର୍ଯ୍ୟ କରିବା ତଥା ଅତ୍ୟାଧୁନିକ କୃଷି ପ୍ରଣାଳୀରେ ଅଭ୍ୟସ୍ତ କରାଇବାର ଲକ୍ଷ୍ୟ ନେଇ ସାମାଜିକ ଉଦ୍ୟୋଗ ଲାଇଭ୍‌ଲିହୁଡ୍ ଅଲ୍ଟରନେଟିଭ୍‌ସ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ରୁରାଲ୍ ମ୍ୟାନେଜମେଂଟ ଆନନ୍ଦ (ଇର୍ମା)-ଆଇସିଡ୍…

ଇଣ୍ଡିଆନ ଗ୍ରାଁ ପ୍ରି ୧: କିଶୋରଙ୍କୁ ସ୍ୱର୍ଣ୍ଣ, ଅମୀୟ ଜିତିଲେ ରୌପ୍ୟ

ତ୍ରିଭେନ୍ଦ୍ରମ: ତ୍ରିଭେନ୍ଦ୍ରମର ଏଲଏନସିପିଇ ଗ୍ରାଉଣ୍ଡରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରି ୧ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡିଶା ପ୍ରତିଯୋଗୀ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ସୋମବାର ଜାଭେଲିନ ଥ୍ରୋରେ କିଶୋର କୁମାର ଜେନା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୮୧.୦୫ ମିଟର ଦୂରତାକୁ…

୩ ମାସ ମଧ୍ୟରେ ସମସ୍ତ ହାଇକୋର୍ଟରେ ଅନଲାଇନ୍ RTI ପୋର୍ଟାଲ୍ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ ଥିବା ୨୫ଟି ଯାକ ହାଇକୋର୍ଟରେ ରହିବ ଆରଟିଆଇ ପୋର୍ଟାଲ୍ । ଏନେଇ ସୋମବାର ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ପିଏସ୍ ନରସିମ୍ହା ଓ ଜଷ୍ଟିସ୍ ଜେବି ପର୍ଦିୱାଲାଙ୍କ ଖଣ୍ଡପୀଠ ହାଇକୋର୍ଟ…

ଡବ୍ଲ୍ୟୁପିଏଲ: ପ୍ଲେ ଅଫରେ ପ୍ରବେଶ କଲା ୟୁପି ୱାରିୟର୍ସ

ମୁମ୍ବାଇ: ଚଳିତ ମହିଳା ପ୍ରିମିୟର ଲିଗ କ୍ରିକେଟରେ ତୃତୀୟ ଦଳ ଭାବେ ୟୁପି ୱାରିୟର୍ସ ପ୍ଲେ ଅଫରେ ପ୍ରବେଶ କରିଛି । ସୋମବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ୟୁପି ଟିମ ୩ ୱିକେଟରେ ଗୁଜରାଟ ଜ୍ୟାଂଟସକୁ ପରାସ୍ତ କରିଥିଲା । ମୁମ୍ବାଇ ଓ ଦିଲ୍ଲୀ ଟିମ ପୂର୍ବରୁ ପ୍ଲେ ଅଫରେ ପ୍ରବେଶ…

ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ହାସଲ କଲେ ବିଶ୍ୱାସମତ

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ କ୍ଷମତା ବଜାୟ ରଖିବାରେ ସଫଳ ହୋଇଛନ୍ତି । ସେ ସୋମବାର ଅନୁଷ୍ଠିତ ବିଶ୍ୱାସ ମତ ସହଜରେ ହାସଲ କରି ନେଇଛନ୍ତି । ୨୬୫ ସାଂସଦ ଭୋଟିଂ ପ୍ରକ୍ରିୟାରେ ଭାଗ ନେଇଥିଲେ । ପ୍ରଚଣ୍ଡ ଗଠବନ୍ଧନକୁ ୧୭୨ ଓ ବିରୋଧୀଙ୍କୁ ୮୯ ଭୋଟ ମିଳିଥିଲା ।…

ଆନନ୍ଦେ ଏକ ବାର ହରିବୋଲ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ  ମଣିଷ ଜୀବନରେ ସୁଖ, ଆନନ୍ଦ ଏବଂ ସ୍ୱାସ୍ଥ୍ୟର ମହତ୍ତ୍ୱକୁ ଅନୁଭବ କରିବା ଏବଂ ଏହା ଉପରେ ରୀତିମତ ଆଲୋକପାତ କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ ରେ ପାଳନ କରାଯାଏ ଅନ୍ତର୍ଜାତୀୟ ଖୁସି ଦିବସ ବା ଅନ୍ତର୍ଜାତୀୟ ଆନନ୍ଦ ଦିବସ। ଏମିତି ଏକ ଦିନର…

ମାଆ ହେବାକୁ ଯାଉଛନ୍ତି ଟିଭି ଅଭିନେତ୍ରୀ ଦୀପିକା କକ୍କର

ମୁମ୍ବାଇ: ଜଣାଶୁଣା ଟିଭି ଅଭିନେତ୍ରୀ ଦୀପିକା କକ୍କର ଖୁବ୍‌ଶୀଘ୍ର ମାଆ ହେବାକୁ ଯାଉଛନ୍ତି । ଦୀପିକା ସୋସିଆଲ ମିଡିଆରେ ଫଟୋ ସେୟାର କରିବା ସହ ଏକଥା ସ୍ୱଷ୍ଟ କରିିଛନ୍ତି । କେବଳ ସେତିକି ନୁହେଁ ଦୀପିକା ଏହି ଭିଡିଓରେ ତାଙ୍କର ଡେଲିଭରି ତାରିଖ ମଧ୍ୟ ପ୍ରକାଶ କରଛନ୍ତି । ଏହି ଭିଡ଼ିଓ ଏବେ…