Latest Odisha News

BREAKING NEWS

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି; ୫ ଘଣ୍ଟା ବନ୍ଦ ରହିବ ଦିିଅଁ ଦର୍ଶନ

ପୁରୀ; ଆଜି ୫ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ। ମହାବାହୁଙ୍କୁ ଦର୍ଶନ କରିପାରିବେନି ଭକ୍ତ। ସୋମବାର ଚୈତ୍ର କୃଷ୍ଣ ଚତୁର୍ଦ୍ଦଶୀ ତିଥି ହୋଇଥିବାରୁ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଦିଅଁ ଦର୍ଶନ ବନ୍ଦ ରହିବ।…

ଶିକ୍ଷିତ ଜିଲ୍ଲା ଜଗତସିଂହପୁରରେ ବାଲ୍ୟ ବିବାହ ଓ କୁମାରୀ ମାତୃତ୍ୱ ସଂଖ୍ୟା ବଢୁଛି

ଜଗତସିଂହପୁର ଟାଉନ୍ : ରାଜ୍ୟରେ ଜଗତସିଂହପୁରରେ ବାଲ୍ୟ ବିବାହ ଓ କୁମାରୀ ମାତୃତ୍ୱକୁ ବଢ଼ୁଛି। ଯାହା ଏବେ ଚିନ୍ତାର କାରଣ ପାଲିଟିଛି। ନ୍ୟାସ୍‌ନାଲ୍‌ ଫାମିଲି ହେଲଥ୍ ସର୍ଭେ (NFHS)ରୁ ଏହି ସୂଚନା ମିଳିଛି। ଏହି ସର୍ଭେ ଅନୁସାରେ ବାଲ୍ୟ ବିବାହରେ ଜାତୀୟ ହାର ୨୩.୩ ପ୍ରତିଶତ ରହିଥିବା ବେଳେ…

କବିତା : ଆମ ପଖାଳ କଂସା

ଗଦାଧର ସାହୁ  ମୋ ଘର ଓଡିଶା ଓଡ଼ିଆ ମୋ ଭାଷା ବଳ ମୋ ପଖାଳ କଂସା, ବାସି ପଖାଳ ମୋ ହାଣ୍ଡିରେ ନଥିଲେ ଭୋକରେ ଉଡଇ ହଂସା । ସକାଳ ପାଇଲେ ପଖାଳ ଖୋଜଇ ଶାଗ ସଙ୍ଗେ ବଡି ଚୁରା, ଚୁନାମାଛ ସାଥେ ଶୁକୁଆ ରାଇତା ଖାଇ ଦେଉ ପେଟ ପୂରା । କଞ୍ଚା ଲଙ୍କା ଲେମ୍ବୁ ପିଆଜ କାକୁଡି…

ଧମକପୂର୍ଣ୍ଣ ମେଲ୍‌ ପରେ ବଢ଼ିଲା ବଲିଉଡ ଷ୍ଟାର୍‌ ସଲ୍‌ମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥା

ମୁମ୍ବାଇ : ବଲିଉଡ ଷ୍ଟାର୍ ସଲ୍‌ମାନ ଖାନଙ୍କୁ ମିଳିଛି ହତ୍ୟା ଧମକ । ଏଥିପାଇଁ ମୁମ୍ବାଇ ପୋଲିସ ପକ୍ଷରୁ ସଲମାନ ଖାନଙ୍କ ବାସଭବନ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସଲମାନଙ୍କୁ  Y+ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେଉଛି ମୁମ୍ବାଇ ପୋଲିସ  । ଗ୍ୟାଙ୍ଗଷ୍ଟର ଲରେନ୍ସ…

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୭୯)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଭୁବନେଶ୍ୱରରେ ରହୁଥିବା ଘରର ତାଲାଖୋଲି ଭିତରେ ପାଦ ଦେଉ ଦେଉ ମୁଣ୍ଡରୁ ପାଦଯାଏ ଝାଳରେ ବୁଡ଼ିଗଲି । ସାରା ଘର ଚକ୍ରାକାରରେ ଘୂରିବାକୁ ଲାଗିଲା । ସବୁ ଜାଗାରେ ଚନ୍ଦ୍ରଭାନୁଙ୍କ ଅସ୍ତିତ୍ୱ ଚଳପ୍ରଚଳ ହେଉଥିଲା । ଏମିତିରେ…

ଆଜି ବିଶ୍ଵ ପଖାଳ ଦିବସ; ଘରଠୁ ହୋଟେଲ ସବୁଠି ପାଳିବାକୁ ପ୍ରସ୍ତୁତି

ପଖାଳ ! ଓଡ଼ିଆ ଲୋକଙ୍କ ଜୀବନଧାରାରେ ପଖାଳ କେବଳ ଖାଦ୍ୟ ତ ନୁହେଁ, ପରିଚୟ। ଓଡ଼ିଆ ଜାତିର ପ୍ରାଣ ହେଉଛି ‘ପଖାଳ’। ଏପରିକି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ। ଶ୍ରୀମନ୍ଦିରରେ ବି ମହାପ୍ରଭୁଙ୍କ ପାଖରେ ପଖାଳ ଲାଗି ହୁଏ। ଓଡ଼ିଆଙ୍କ ସହ ପଖାଳର ସମ୍ପର୍କ ଯେ ଅତି…

ଭାଷା ଭାଗବତ : ଭାଷା ଯୋଗାଏ ସର୍ବସାର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ସର୍ବମୂଳ ଓ ସର୍ବଶେଷ ମନରେ ସଦା କରେ ବାସ ଉଲ୍ଲାସ ଅବା ଅବସୋସ ଉଭୟ କରଇ ପ୍ରକାଶ ମନୁଷ୍ଯ ଭାଷାକୁ ଆଶ୍ରୟି ହୋଇଛି ଏବେ ସର୍ବଜୟୀ ଜ୍ଞାନ ବଳରେ ଚଳେ ବିଶ୍ୱ ଭାଷା ବିହୁନେ ସର୍ବେ ନିଃସ୍ବ ଭାଷାର ମୂଳ ଯେଣୁ ଧ୍ବନି ସେ ସବୁ ଶୁଣି,…

ଦିନିକିଆ ପଖାଳ ପ୍ରେମ

ଭକ୍ତିମୟୀ ଜେନା  ( ୧ ) ସକାଳୁ ପଖାଳ ବେଲାଏ ଖାଇକି କଲେଜ ଯାଉଥିବା ଆମ ପରିଡ଼ା ବାବୁଙ୍କ ଝିଅ ଲୋନି ଇଜ୍ଜତ ଚାଲିଯିବା ଡରରେ ସାଙ୍ଗ ମାନଙ୍କୁ କୁହେ ମୁଁ ଆଜି ଉପମା, ପୁରି , ମ୍ୟାଗୀ, ଚଉମୀନ ଖାଇକି ଆସିଛି।କିନ୍ତୁ ଆଜି ପଖାଳ ଦିବସ ପାଇଁ ସମସ୍ତଙ୍କୁ କହି ବୁଲୁଛି ପଖାଳ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଅନନ୍ୟ ବେଶ ପରମ୍ପରାର ଆଲୋଚନା ଅବସରରେ ଆମର ଆଲୋଚିତ ବେଶ ଟି ଥିଲା "ଗଜ ଉଦ୍ଧାରଣ ବେଶ " ବା "ଗଜେନ୍ଦ୍ର ମୋକ୍ଷ "ବେଶ। ଏହି ନାମ ଉଚ୍ଚାରିତ ହେବା ମାତ୍ରେ ଆଖି ଆଗରେ…

ଜେଆର ଏନଟିଆରଙ୍କ ସହ କାମ କରିବେ ଜାହ୍ନବୀ

ମୁମ୍ବାଇ: ‘ଆରଆରଆର’ ଚଳଚ୍ଚିତ୍ର ସହିତ ବିଶ୍ୱବାସୀଙ୍କ ମନ କିଣିଥିବା ଅଭିନେତା ଜୁନିୟର ଏନଟିଆରଙ୍କ ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ଆଉ ତାଙ୍କ ସହିତ ସମସ୍ତେ କାମ କରିବାକୁ ସବୁ ଅଭିନେତ୍ରୀ ଆଗ୍ରହୀ ଥିବା ଦେଖିବାକୁ ମିଳିଛି । ଏବେ ଏହି ସୁଯୋଗ ପାଇଛନ୍ତି ବଲିଉଡ ଅଭିନେତ୍ରୀ ଜାହ୍ନବୀ…