ମହିଳା ବକ୍ସିଂ: ଚମତ୍କାର କଲେ ପ୍ରୀତି
ନୂଆଦିଲ୍ଲୀ: ଚଳିତ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତର ପ୍ରୀତି ସାଇ ପାୱାର ବଡ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି । ୫୪ କିଗ୍ରା ବିଭାଗରେ ପ୍ରୀତି ଶୀର୍ଷ ମାନ୍ୟତା ପ୍ରାପ୍ତ ରୋମାନିଆର ଲ୍ୟାକାମିଓଆରା ପେରିଜକଙ୍କୁ ୪-୩ରେ ପରାସ୍ତ କରିଛନ୍ତି । ୨୦୨୨ ବିଶ୍ୱ ଚାମ୍ପିୟନଶିପରେ ଏହି…