Latest Odisha News

BREAKING NEWS

ଗରମ ଡାଲିରେ ପଡି ଛାତ୍ର ମୃତ୍ୟୁ ଘଟଣାରେ WEO, ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକର ଡେଙ୍ଗୁଳା ଉଚ୍ଚ ବିଦ୍ୟାଳୟରେ   ଗରମ  ଡାଲିରେ ପଡି ଛାତ୍ରଙ୍କର ମୃତ୍ୟୁ ଘଟଣାରେ କୋଇଡା ବ୍ଲକ WEO (Welfare Extension Officer) ବିକାଶ ରଞ୍ଜନ ନାଏକ ଏବଂ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି । ଏହି ଘଟଣାରେ ସୁନ୍ଦରଗଡ…

ସାବଧାନ, ମାତିଛି ଚୁମା ପାଗଳ! ଦେଖନ୍ତୁ ଭିଡିଓ

ପାଟନା: ସାବଧାନ, ଏବେ ମାତିଛି ଚୁମା ପାଗଳ । ବିହାରର ଜମୁଇ ଅଞ୍ଚଳରେ ଏବେ ଜଣେ ଯୁବକଙ୍କ କାରନାମାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବାସ୍ତବରେ ଯୁବକ ଜଣକ ଯେଉଁ ମହିଳାଙ୍କୁ ଦେଖୁଛନ୍ତି ତାଙ୍କ ସହ ଅସଦାଚରଣ କରୁଛି । କିଛି ଦିନ ହେଲା ଏଭଳି ଅଭିଯୋଗ ଆସୁଥିଲେ ବି ଯୁବକ ବାବଦରେ କୌଣସି ତଥ୍ୟ…

ସ୍ୱଳ୍ପ ଗଳ୍ପ : ଅଗ୍ନି ପରୀକ୍ଷା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୯  ଇନଗ୍ରୀଡ୍ ବର୍ଗମ୍ୟାନ । ପ୍ରସିଦ୍ଧ ଅଭିନେତ୍ରୀ। କିଛିଦିନ ଆଗରୁ ତାଙ୍କୁ ଗୋଟିଏ ଭୀଡର ଦୃଶ୍ୟପରକ ସମସ୍ତ ଉତ୍ସୁକତାର ସାମ୍ନାରେ ନିଆଁରେ ଜିଅନ୍ତା ଜାଳି ଦିଆଯାଇଥିଲା। ସେ ସେହି ଲେଲିହାନ ନିଆଁରେ ଜଳିପୋଡି ପାଉଁଶ…

ପାକିସ୍ତାନରେ ଜନଗଣନାକାରୀ ଟିମ ଉପରେ ଆତଙ୍କୀ ଆକ୍ରମଣ: ୨ ପୋଲିସ କର୍ମଚାରୀ ମୃତ

ଇସଲାମବାଦ:ପାକିସ୍ତାନରେ ପୁଣି ଆତଙ୍କୀ ଆକ୍ରମଣ । ଜନଗଣନା କରୁଥିବା ଏକ ଟିମ ଉପରେ ଅଚାନକ ଆତଙ୍କୀ ଆକ୍ରମଣ ଯୋଗୁ ୨ ଜଣ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଆତଙ୍କୀମାନେ ଦୁଇ ଭିନ୍ନ ଭିନ୍ନ ଜିଲ୍ଲାରେ କାମ କରୁଥିବା ଜନଗଣନା ଟିମକୁ…

ବନ୍ଦେ ଭାରତ ଟ୍ରେନ ଚଳାଇଲେ ଏସିଆର ପ୍ରଥମ ମହିଳା ଟ୍ରେନ ଡ୍ରାଇଭର

ମୁମ୍ବାଇ: ଏସିଆର ପ୍ରଥମ ମହିଳା ଲୋକୋ ପାଇଲଟ୍ ସୁରେଖା ଯାଦବ ବନ୍ଦେ ଭାରତ ଏକ୍ସପ୍ରେସକୁ ସୋଲାପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ଚଳାଇଛନ୍ତି । ଆଉ ଏଥିପାଇଁ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସର ପ୍ଲାଟଫର୍ମ ନମ୍ବର ୮ରେ ସୁରେଖା ଯାଦବଙ୍କୁ ଭରପୁର ସ୍ୱାଗତ କରାଯାଇଥିଲା। ସୁରେଖା ଯାଦବ କହିଛନ୍ତି…

ପୁସ୍ତକ ପରିଚୟ : ଭାବ ବଇଭବ

ତାରାପ୍ରସାଦଙ୍କ 'ଭାବ ବଇଭବ' ଶହେଟି ଗୀତି..... ଅସରନ୍ତି ପ୍ରୀତି.... ରାଜକିଶୋର ମହାପାତ୍ରଙ୍କ ସମୀକ୍ଷା  ଭାବ ବଇଭବ କବିତା ସଙ୍କଳନ କବି : ତାରାପ୍ରସାଦ ଜେନା ଜେଇସି ପବ୍ଲିକେସନ ପୃଷ୍ଠା : ୧୧୨ ମୂଲ୍ୟ : ୧୯୯ ବିଗତ ଚାରି ଦଶନ୍ଧି ଧରି ଓଡିଆ ସାହିତ୍ୟର ବିଭିନ୍ନ…

ଜୟନାରାୟଣ ହାଜିର ହୋ ! ୨୦୧୮ ଦିଲେଶ୍ୱର ହତ୍ୟା ମାମଲାରେ ବ୍ୟକ୍ତିଗତ ହାଜର ପାଇଁ କୋର୍ଟଙ୍କ ନୋଟିସ୍

ଭୁବନେଶ୍ୱର : ପ୍ରାୟତଃ ନିଜ ଆଚରଣ ଓ ଉଚ୍ଚାରଣ ପାଇଁ ବିବାଦରେ ରହୁଥିବା ବିଜେପି ବିଧାୟକ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ପାଇଁ ପୁଣି ଅଡୁଆ ବଢିଛି । ୨୦୧୮ ମସିହାର ବହୁ ଚର୍ଚ୍ଚିତ ଦିଲେଶ୍ୱର ସାହୁ ହତ୍ୟା ମାମଲାରେ ହାଜର ପାଇଁ ଜୟନାରାୟଣଙ୍କୁ ଭୁବନେଶ୍ୱର ଅତିରିକ୍ତ ଦୌରାଜଜ୍ କୋର୍ଟ ନୋଟିସ୍…

ରେଳଷ୍ଟେସନରେ ଆରମ୍ଭ ହେଲା କିନ୍ନରଙ୍କ ପ୍ରଥମ ଚା’ଷ୍ଟଲ

ଗୌହାଟୀ: ଆପଣ ରେଳଷ୍ଟେସନରେ ଚା ଷ୍ଟଲ ଟ ଦେଖିଥିବେ । ତେବେ ବର୍ତ୍ତମାନ ଆସାମର ଗୌହାଟୀ ରେଳ ଷ୍ଟେସନରେ ଏମିତି ଏକ ଚା ଷ୍ଟଲ ଆରମ୍ଭ କରାଯାଇଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବାସ୍ତବରେ ଏହି ଚା ଷ୍ଟଲଟି କିନ୍ନରଙ୍କ ଦ୍ୱାରା କରାଯାଇଥିବାବେଳେ ଏହା ଦେଶର ପ୍ରଥମ ଚା ଷ୍ଟଲ ହୋଇପାରିଛି…

୪ ଦିନ ନିଖୋଜ ପରେ କୂଅରୁ ଉଦ୍ଧାର ହେଲା ଓକିଲଙ୍କ ମୃତ ଦେହ

କଟକ: ୪ ଦିନ ହେଲା ନିଖୋଜ ଥିବା ଓକିଲଙ୍କୁ ପୋଲିସ ଉଦ୍ଧାର କରିଛି ଏକ କୂଅ ଭିତରୁ । କେହି ତାଙ୍କୁ ହତ୍ୟା କରିବା ପରେ କୂଅ ଭିତରକୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ପାରିବାରିକ ଶତ୍ରୁତାରୁ କେହି ତାଙ୍କୁ ହତ୍ୟା ପରେ ଫିଙ୍ଗି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ୪ ଦିନ ଧରି…

୫୮ ବର୍ଷ ବୟସରେ ପାଦ ଥାପିଲେ ସୁପରଷ୍ଟାର ଆମିର୍‌ ଖାନ୍‌

ମୁମ୍ବାଇ : ଆଜି ବଲିଉଡର ଭେଟେରାନ ଅଭିନେତା ଆମିର୍‌ଖାନ୍‌ଙ୍କ ଜନ୍ମଦିନ ।  ୫୮ ବର୍ଷ ବୟସରେ ପାଦ ଥାପିଲେ ସୁପରଷ୍ଟାର ଆାମିର୍‌ ଖାନ୍‌ । ସବୁଆାଡ଼ୁ ଛୁଟୁଛି ଜନ୍ମଦିନ ଶୁଭେଚ୍ଛାର ସୁଅ  । ଆମୀର ଜଣେ ଭଲ ଅଭିନେତା ତଥା ଜଣେ ଭଲ ନିର୍ଦ୍ଦେଶକ ଏବଂ ନିର୍ମାତା ମଧ୍ୟ  । ତାଙ୍କର ଅଭିନୟ କେବଳ…