ଭାରତର ଗଣତନ୍ତ୍ରକୁ ନେଇ ବ୍ରିଟେନ୍ରେ ରାହୁଲଙ୍କ ବୟାନକୁ ନିନ୍ଦା କଲେ ମୋଦୀ
ନୂଆଦିଲ୍ଲୀ: ବ୍ରିଟେନ୍ର କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଓ ବ୍ରିଟେନ୍ ପାର୍ଲାମେଣ୍ଟରେ ରାହୁଲ ଗାନ୍ଧୀ ଭାରତୀୟ ଗଣତନ୍ତ୍ର ବ୍ୟବସ୍ଥାକୁ ନେଇ ଦେଇଥିବା ବୟାନକୁ ନେଇ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତୀୟ ଗଣତନ୍ତ୍ରକୁ ନେଇ ଲଣ୍ଡନରେ ପ୍ରଶ୍ନ ଉଠାଇବା ଦୁର୍ଭାଗ୍ୟଜନକ ବୋଲି…