Latest Odisha News

BREAKING NEWS

ମହିଳାଙ୍କ ପ୍ରଗତିକୁ କାର୍ଯ୍ୟରେ ରୂପାନ୍ତରିତ କରିଛି ବିଶ୍ୱବିଦ୍ୟାଳୟ: ସୋଆ ଉପସଭାପତି

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ୪୭ ପ୍ରତିଶତ ଝିଅ ଶିକ୍ଷା ଗ୍ରହଣ କରୁଛନ୍ତି । ଏମାନଙ୍କ ମଧ୍ୟରୁ କେବଳ ଇଞ୍ଜିନିୟରିଂରେ ୩୯ ପ୍ରତିଶତ ଛାତ୍ରୀ ଅଛନ୍ତି । ସେହିପରି ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ମହିଳା ହେଉଛନ୍ତି ୫୧ ପ୍ରତିଶତ । ତେଣୁ ମହିଳାଙ୍କ ପ୍ରଗତିକୁ ବିଶ୍ୱବିଦ୍ୟାଳୟ…

ଓଲିଉଡ କଳାକାରଙ୍କ ସହ ହୋଲି ଖେଳିଲେ କିସ୍ ଛାତ୍ରଛାତ୍ରୀ

ଭୁବନେଶ୍ୱର: କରୋନା ମହାମାରୀ ପରେ ପ୍ରଥମ ଥର ଲାଗି ହୋଲି ପର୍ବ ମଙ୍ଗଳବାର କିସରେ ପାଳିତ ହୋଇଯାଇଛି । ଏଥିପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଥିଲା । ବିଶିଷ୍ଟ ଓଡ଼ିଆ ସିନେ ତାରକା, ସାହିତ୍ୟିକ, କଳାକାର, ବ୍ୟଙ୍ଗକାର, ବୁଦ୍ଧିଜୀବୀ, ସମାଲୋଚକ,…

ବିଜୁ ଜନତା ଦଳର ମୁଖ୍ୟ ଲକ୍ଷ୍ୟ ମହିଳା ସଶକ୍ତିକରଣ: ନବୀନ

ଭୁବନେଶ୍ୱର: ବିଜୁ ମହିଳା ଜନତା ଦଳ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି । ଏହି ଅବସରରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ଲକ୍ଷ ଲକ୍ଷ କର୍ମୀ, ମାଆ ମାନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ନବୀନ କହିଛନ୍ତି, ମହିଳା ସଶକ୍ତିକରଣ ବିଜୁ ଜନତା ଦଳର…

ରାଜ୍ୟ ସରକାରଙ୍କ ସମସ୍ତ ନିଜସ୍ୱ ଯୋଜନା ଦେବାଳିଆ ଓ ପ୍ରଚାର ସର୍ବସ୍ୱ: ବିଜେପି

ଭୁବନେଶ୍ୱର: ଏକ ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ବିକାଶ ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର ମିଳିତ ଦାୟିତ୍ୱ ରହିଛି । କିନ୍ତୁ ଓଡ଼ିଶାରେ ରାଜ୍ୟ ସରକାରଙ୍କର ନିଜସ୍ୱ ଯୋଜନା, ଯେଉଁ ସବୁ ଯୋଜନାକୁ ନେଇ ଦିନେ ରାଜ୍ୟ ସରକାର ଓଡ଼ିଶା ଲୋକଙ୍କୁ ସ୍ୱପ୍ନ ଦେଖାଇଥିଲେ ସେ ସବୁ ଆଜି…

ଜେଲରେ ଦ୍ବିତୀୟ ଥର ପାଇଁ ସିସୋଦିଆଙ୍କୁ ଜେରା, ଆଜି ଗିରଫ କରିପାରେ ଇଡି

ନୂଆଦିଲ୍ଲୀ: ସିବିଆଇ ପରେ ଆଜି ଇଡି ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିପାରେ। ଆମ୍ ଆଦମୀ ପାର୍ଟି ପକ୍ଷରୁ ଏହି ସୂଚନା ମିଳିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ମଙ୍ଗଳବାର ଇଡି ଏହି ଦୁର୍ନୀତି ମାମଲାରେ ଜେରା କରିଥିଲା। ଏହାପରେ ଦ୍ବିତୀୟ ଥର ପାଇଁ…

କଂଗ୍ରେସ ଜାତୀୟ ଦଳ ହୋଇ ନାହିଁ, ଆଭିମୁଖ୍ୟ ସ୍ପଷ୍ଟ କରୁ ଦଳ: କେସିଆରଙ୍କ ଝିଅ

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ବିଆରଏସ୍ ନେତ୍ରୀ କେ କବିତା ଗୁରୁବାର କହିଛନ୍ତି ଯେ କଂଗ୍ରେସ ଆଉ ଜାତୀୟ ଦଳ ହୋଇ ନାହିଁ। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାର ଛନ୍ଦି ହୋଇଥିବା ଏହି ନେତ୍ରୀ ଗତକାଲି ରାତିରେ ଦିଲ୍ଲୀ ପହଞ୍ଚିଥିଲେ। ଆଜି…

ଶୀଘ୍ର କରି ନିଅନ୍ତୁ ଏ କାମ, ନ ହେଲେ ଅଚଳ ହୋଇଯିବ ଆପଣଙ୍କ ପାନ କାର୍ଡ

ନୂଆଦିଲ୍ଲୀ: ବଡ଼ ଧରଣର ଦେଣନେଣ ହେଉ ଅବା ଆୟକର ଦାଖଲ । ଏ ସବୁଥିପାଇଁ ପାନ କାର୍ଡ ଅପରିହାର୍ଯ୍ୟ ଅଟେ । ଏବେ ସରକାର ପାନ କାର୍ଡ ସହ ଆଧାର କାର୍ଡ ଯୋଡ଼ିବାକୁ ଗୁରୁତ୍ୱ ଦେଉଛନ୍ତି । ଯଦି ଆପଣ ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଆପଣଙ୍କ ପାନ କାର୍ଡ ସହ ଆଧାର କାର୍ଡକୁ ଲିଙ୍କ୍ କରାଇବେ ନାହିଁ । ତା…

ଦଳ ଛାଡ଼ିବା ଚର୍ଚ୍ଚା ଭିତରେ ନେତୃତ୍ୱକୁ ମୋକିମ ମାରିଲେ ତେରଚ୍ଛା ବାଣ

ଭୁବନେଶ୍ୱର: ରାଜ୍ୟରେ ତେଲେଙ୍ଗାନାର ଶାସକ ଦଳ ଭାରତୀୟ ରାଷ୍ଟ୍ର ସମିତି ବା ବିଆରଏସ ବିଭିନ୍ନ ଦଳରେ ଅସନ୍ତୁଷ୍ଟ ତଥା ବଡ଼ ବଡ଼ ନେତାଙ୍କୁ ଦଳରେ ସାମିଲ କରି ବଳ ଗୋଟାଇବାକୁ ଚେଷ୍ଟା କରୁଥିବା ବେଳେ କଂଗ୍ରେସ ବିଧାୟକ ତଥା ବାରବାଟୀ ବିଧାୟକ ମହମ୍ମଦ ମୋକିମ ନିଜ ଦଳର ନେତୃତ୍ବକୁ ତେରଚ୍ଛା ବାଣ…

ବଡ଼ଚଣା ବିଧାୟକ ଓ ମହିଳାଙ୍କ ରଙ୍ଗ ଖେଳକୁ ନେଇ ଚର୍ଚ୍ଚା

ଓଡ଼ିଶା ସମ୍ବାଦ ବ୍ୟୁରୋ: ରଙ୍ଗର ପର୍ବରେ ଛୋଟ ଛୁଆଠୁ ବୃଦ୍ଧ ସମସ୍ତେ ରଙ୍ଗ ବୋଳି ରଙ୍ଗୀନ ହୋଇଥିଲେ। ଏହି ସମୟରେ କିନ୍ତୁ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯାହା ଏକ ଖବରକାଗଜରେ ପ୍ରକାଶ ପାଇଛି। 'ସିଂହାସନ' ନାମକ ଖବର କାଗଜରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ପୂର୍ବତନ ମନ୍ତ୍ରୀ…

ଛୋଟ ଘଟଣାରେ ଦଫା ୧୨୦ବି ଲାଗୁଛି, ନବ ଦାସ ହତ୍ୟା ମାମଲାରେ କାହିଁକି ନୁହେଁ: ବିଜୟ

ଭୁବନେଶ୍ୱର: ଯଦିଓ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ୪୦ ଦିନ ପୂରଣ ହୋଇଛି। ହେଲେ ତଦନ୍ତକାରୀ ସଂସ୍ଥା ଏଯାବତ ହତ୍ୟାର ରହସ୍ୟକୁ ଉନ୍ମୋଚନ କରିବାରେ ସକ୍ଷମ ହୋଇପାରିନି। ଯାହାକୁ ନେଇ ବିରୋଧୀ ଦଳର ରାଜନେତା ମାନେ ତଦନ୍ତ ପ୍ରକ୍ରିୟା ଏବଂ ତଦନ୍ତକାରୀ ସଂସ୍ଥା ବିରୋଧରେ ଗୋଟିଏ ପରେ…